ଟସ୍‌ ଜିତଲେ ବିରାଟ, ପଞ୍ଜାବକୁ ଶେଷରେ ଫେରିଲେ ଗେଲ୍‌

ଶାରଜା: ଆଇପିଏଲର ୩୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ। ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ଚଳିତ ଆଇପିଏଲରେ ମୁହାଁମୁହିଁ ହେଉଛନ୍ତି। ୟୁଏଇର ଖେଳା ଯାଉଥିବା ଆଇପିଏଲରେ ପଞ୍ଜାବ ଏଯାଏ ଗୋଟିଏ ମ୍ୟାଚ୍‌ ଜିତିଛି। ଏଥିସହ ଦଳ ପଏଣ୍ଟ […]

ua

ua

Hemant Lenka
  • Published: Thursday, 15 October 2020
  • Updated: 15 October 2020, 07:18 PM IST

ଶାରଜା: ଆଇପିଏଲର ୩୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପଞ୍ଜାବ ପ୍ରଥମେ ବୋଲିଂ କରିବ।

ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ଚଳିତ ଆଇପିଏଲରେ ମୁହାଁମୁହିଁ ହେଉଛନ୍ତି। ୟୁଏଇର ଖେଳା ଯାଉଥିବା ଆଇପିଏଲରେ ପଞ୍ଜାବ ଏଯାଏ ଗୋଟିଏ ମ୍ୟାଚ୍‌ ଜିତିଛି। ଏଥିସହ ଦଳ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଞ୍ଜାବ ଏହି ବିଜୟଟି ବିରାଟଙ୍କ ଆରସିବି ବିପକ୍ଷରେ ହିଁ ହାସଲ କରିଥିଲା। ତେଣୁ ଶାରଜାରେ ବିରାଟ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରିବେ।

ଆରସିବି ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ପଞ୍ଜାବ ଦଳକୁ ଆଜି ବିସ୍ଫୋରକ କ୍ରିସ ଗେଲ୍‌ ଫେରିଛନ୍ତି। ଆଇପିଏଲ ଆରମ୍ଭରୁ ହିଁ ପଞ୍ଜାବ ତାଙ୍କୁ ବେଞ୍ଚରେ ବସାଇଥିଲା। କିନ୍ତୁ ଏବେ ଦଳ ୭ଟି ମ୍ୟାଚ୍‌ ପରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇଛି। ତାଙ୍କୁ ମୁଜିବ ଉର ରେହମାନଙ୍କ ବଦଳରେ ସୁଯୋଗ ମିଳିଛି।

ସେହିପରି ଗ୍ଲେନ ମ୍ୟାକ୍ସୱେଲ ଆଜି ମଧ୍ୟ ସୁଯୋଗ ପାଇଛନ୍ତି। ଏହାବାଦ ପଞ୍ଜାବ ଆଉ ଦୁଇଟି ପରିବର୍ତ୍ତନ କରିଛି। ମନଦୀପଙ୍କ ବଦଳରେ ମୁର୍ଗାନ ଅଶ୍ୱିନ ଓ ପ୍ରବସିମରନଙ୍କ ବଦଳରେ ଦୀପକ ହୁଡ୍ଡାଙ୍କୁ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story