ଧୋନିଙ୍କ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବେ ବିରାଟ, ବାଦ୍‌ ପଡ଼ିଲେ କେଦାର ଯାଦବ

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନେଇଛନ୍ତି। ଏହାର ଅର୍ଥ ପୁଣିଥରେ ଚେନ୍ନାଇ ଏହି ମ୍ୟାଚ୍‌ରେ ଚେଜ୍‌ କରିବ। ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୪ଟିରେ ପରାସ୍ତ ହୋଇଛି। ସେହିପରି ବିରାଟଙ୍କ ବାଙ୍ଗାଲୋର ୫ଟି ମ୍ୟାଚ୍‌ରୁ ୩ଟି ଜିତି ୫ମ ସ୍ଥାନରେ ରହିଛି। […]

v

v

Hemant Lenka
  • Published: Saturday, 10 October 2020
  • Updated: 10 October 2020, 07:15 PM IST

Sports

Latest News

ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ। ଏହି ମ୍ୟାଚ୍‌ରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନେଇଛନ୍ତି। ଏହାର ଅର୍ଥ ପୁଣିଥରେ ଚେନ୍ନାଇ ଏହି ମ୍ୟାଚ୍‌ରେ ଚେଜ୍‌ କରିବ। ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ୬ଟି ମ୍ୟାଚ୍‌ ଖେଳି ୪ଟିରେ ପରାସ୍ତ ହୋଇଛି। ସେହିପରି ବିରାଟଙ୍କ ବାଙ୍ଗାଲୋର ୫ଟି ମ୍ୟାଚ୍‌ରୁ ୩ଟି ଜିତି ୫ମ ସ୍ଥାନରେ ରହିଛି।

ଚେନ୍ନାଇ ଆଜି ଶେଷରେ ଚୂଡ଼ାନ୍ତ ଏକାଦଶରୁ କେଦାର ଯାଦବଙ୍କୁ ବାଦ୍‌ ଦେଇଛି। କେଦାର ଯାଦବଙ୍କ ବ୍ୟାଟିଂକୁ ନେଇ ଚେନ୍ନାଇ ପ୍ରାୟ ଅଧିକାଂଶ ମ୍ୟାଚ୍‌ରେ ସମାଲୋଚନାର ଶିକାର ହୋଇଥିଲା। ବିଶେଷ କରି କୋଲକାତା ବିପକ୍ଷ ମ୍ୟାଚ୍‌ରେ କେଦାର ଯାଦବ ୧୨ଟି ବଲ୍‌ରେ ୭ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ ଚେନ୍ନାଇ ପରାସ୍ତ ମଧ୍ୟ ହୋଇଥିଲା। ଏହାକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟକୁ ଅନେକ କ୍ରିକେଟ ପଣ୍ଡିତ ସମାଲୋଚନା କରିଥିଲେ। ତେଣୁ ଆଜି ତାଙ୍କ ବଦଳରେ ଏନ ଜଗଦୀଶାନଙ୍କୁ ସୁଯୋଗ ଦିଆଯାଇଛି।

ବାଙ୍ଗାଲୋର ତା’ର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ବାଙ୍ଗଲୋର ପାଇଁ ଚଳିତ ଆଇପିଏଲରେ ଡେବ୍ୟୁ କରିବାକୁ ଯାଉଛନ୍ତି କ୍ରିସ୍‌ ମୋରିସ। ସେହିପରି ଚୂଡ଼ାନ୍ତ ଏକାଦଶକୁ ଗୁରଗକୀରତ ସିଂହଙ୍କ କମବ୍ୟାକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story