ସୌରଭଙ୍କୁ ଏମିତି ସାହାଯ୍ୟ କରିଥିଲେ ସଚିନ

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଛି  ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆତ୍ମଜୀବନୀ। ବହିଟିର ନାଁ ‘ଏ ସେଞ୍ଚୁରୀ ଇଜ୍ ନଟ୍ ଏନଭ୍‌’। ଏଥିରେ ଗାଙ୍ଗୁଲି ତାଙ୍କ ଖେଳ ଜୀବନ ସହିତ ଭାରତର ପୂର୍ବତନ କୋଚ୍‌ ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ଅନେକ କଥା ଲେଖିଛନ୍ତି। ଏଥିରେ ସେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୯୯୬ ମସିହାରେ ଲର୍ଡସ୍‌ରେ ତାଙ୍କର ଡେବ୍ୟୁ […]

sachin

sachin

Rakesh Mallick
  • Published: Friday, 02 March 2018
  • Updated: 02 March 2018, 10:30 AM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଛି  ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆତ୍ମଜୀବନୀ। ବହିଟିର ନାଁ ‘ଏ ସେଞ୍ଚୁରୀ ଇଜ୍ ନଟ୍ ଏନଭ୍‌’। ଏଥିରେ ଗାଙ୍ଗୁଲି ତାଙ୍କ ଖେଳ ଜୀବନ ସହିତ ଭାରତର ପୂର୍ବତନ କୋଚ୍‌ ତଥା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ସହିତ ତାଙ୍କ ସଂପର୍କ ବିଷୟରେ ଅନେକ କଥା ଲେଖିଛନ୍ତି। ଏଥିରେ ସେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୧୯୯୬ ମସିହାରେ ଲର୍ଡସ୍‌ରେ ତାଙ୍କର ଡେବ୍ୟୁ ଟେଷ୍ଟରେ ସଚିନ କେମିତି ତାଙ୍କୁ ସାହାଯ୍ୟ କରିଥିଲେ ସେ କଥା ଗାଙ୍ଗୁଲି ଏଥିରେ ଉଲ୍ଲେଖ କରିଛନ୍ତି। ‘ଏନ୍‌ଡିଟିଭି’କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଘଟଣା ବିଷୟରେ ବର୍ଣ୍ଣନା କରି  ଗାଙ୍ଗୁଲି କହିଥିଲେ,“ତାହା ଥିଲା ମୋର ପ୍ରଥମ ଟେଷ୍ଟ। ଚା’ ବିରତି ବେଳକୁ ମୁଁ ୧୦୦ ରନ୍‌ କରି ବ୍ୟାଟିଂ କରୁଥିଲି। ସେତେବେଳକୁ ମୁଁ ଛଅଘଣ୍ଟା ଧରି ବ୍ୟାଟିଂ କରି ସାରିଥିଲି। ମୋ ବ୍ୟାଟ୍‌ର ହେଣ୍ଡେଲ୍‌ରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା। ଟି ବ୍ରେକ୍ ମାତ୍ର ୧୫ ମିନିଟ୍ ଥିଲା। ତଥାପି ମୁଁ ବ୍ୟାଟ୍‌ର ହେଣ୍ଡେଲରେ ଟ୍ୟାପ୍ ଲଗାଇ ଉକ୍ତ ଫାଟକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲି। ଏହା ଦେଖି ସଚିନ ମୋ ପାଖକୁ ଆସିଲେ ଏବଂ କହିଲେ ‘ତୁମେ ବିଶ୍ରାମ ନିଅ ଓ ତୁମ ଚା’ ଶେଷ କର କାରଣ ତୁମକୁ ପୁଣି ବ୍ୟାଟିଂ କରିବାକୁ ପଡ଼ିବ। ମୁଁ ଏହି କାମଟି କରି ଦେଉଛି (ବ୍ୟାଟର ହେଣ୍ଡେଲ୍‌ରେ ଟ୍ୟାପ୍ ଲଗାଇବା କାମ)।”

ଏହି ବହିରେ ମହେନ୍ଦ୍ର ସିଂହ ଧୋନୀଙ୍କ ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ଗାଙ୍ଗୁଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story