ସଚିନଙ୍କ ପ୍ରିୟ ୧୦ ନମ୍ବର ଜର୍ସି ପିନ୍ଧିଲେ ଶାର୍ଦ୍ଦୁଲ: ପ୍ରଶଂସକ କଲେ ନାପସନ୍ଦ, କହିଲେ ଜର୍ସି ସହ ରହିଛି ଅନେକ ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ଆକର୍ଷଣୀୟ ଖେଳ ଜାରି ରଖି ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ସବୁଠୁ ଚର୍ଚ୍ଚାରେ ଥିଲେ ଶାର୍ଦ୍ଦୁଲ ଠାକୁର। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ଶାର୍ଦ୍ଦୁଲ । ହେଲେ ସେ ଡେବ୍ୟୁ କରିଥିଲେ ବୋଲି ଚର୍ଚ୍ଚାରେ ଥିଲେ, ପ୍ରକୃତରେ ତାହା ନୁହେଁ। ପ୍ରକୃତ କଥାଟି ହେଲା ଶାର୍ଦ୍ଦୁଲ ୧୦ ନମ୍ବର […]

Rakesh Mallick
  • Published: Friday, 01 September 2017
  • Updated: 01 September 2017, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪ର୍ଥ ଦିନିକିଆରେ ଟିମ୍‌ ଇଣ୍ଡିଆ ଆକର୍ଷଣୀୟ ଖେଳ ଜାରି ରଖି ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ହାସଲ କରିଥିଲା। କିନ୍ତୁ ଏହି ମ୍ୟାଚ୍‌ରେ ସବୁଠୁ ଚର୍ଚ୍ଚାରେ ଥିଲେ ଶାର୍ଦ୍ଦୁଲ ଠାକୁର। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋ ଠାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ ଶାର୍ଦ୍ଦୁଲ ।

ହେଲେ ସେ ଡେବ୍ୟୁ କରିଥିଲେ ବୋଲି ଚର୍ଚ୍ଚାରେ ଥିଲେ, ପ୍ରକୃତରେ ତାହା ନୁହେଁ। ପ୍ରକୃତ କଥାଟି ହେଲା ଶାର୍ଦ୍ଦୁଲ ୧୦ ନମ୍ବର ଜର୍ସି ପିନ୍ଧି ପଡିଆକୁ ଆସିଥିଲେ। ଯାହା ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ପ୍ରିୟ ଜର୍ସି ନମ୍ବର ଥିଲା। ଏବଂ ସଚିନ ଅବସର ପର୍ଯ୍ୟନ୍ତ ଏହି ୧୦ ନମ୍ବର ଜର୍ସି ପିନ୍ଧି କ୍ରିକେଟ୍‌ରୁ ବିଦାୟ ନେଇଥିଲେ। ଫଳରେ ଯେତେବେଳେ ପଡିଆ ମଧ୍ୟକୁ ଶାର୍ଦ୍ଦୁଲ ପ୍ରବେଶ କରିଥିଲେ ୧୦ନମ୍ବର ଜର୍ସି ସହ ପଡିଆରେ ଉପସ୍ଥିତ ଦର୍ଶକ ଏହାକୁ ଦେଖି ଚକିତ ହୋଇଥିଲେ। ଏବଂ ଚର୍ଚ୍ଚାର କେନ୍ଦ୍ର ପାଲଟିଯାଇଥିଲେ ଶାର୍ଦ୍ଦୁଲ।

ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପର୍ଯ୍ୟନ୍ତ ସଚିନଙ୍କୁ ଏହି ୧୦ ନମ୍ବର ଜର୍ସିରେ ଦେଖିଆସୁଥିବା ପ୍ରଶଂସକମାନେ ଅନ୍ୟ କୌଣସି ଖେଳାଳିଙ୍କୁ ସେହି ଜର୍ସିରେ ଗ୍ରହଣ କରିପାରୁନଥିବା ପ୍ରକାଶ କରିଛନ୍ତି। ଅନେକ ପ୍ରଶଂସକ ଏହାକୁ ନାପସନ୍ଦ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ଅନେକ ପ୍ରଶଂସକ କହିଛନ୍ତି ଏହି ୧୦ ନମ୍ବର ସର୍ଜିକୁ ଅନ୍ୟ କୌଣସି ଖେଳାଳିଙ୍କୁ ନ ଦିଆଯାଉ। କାରଣ ଏହା କେବଳ ଜର୍ସି ନୁହେଁ  ଏଥିରେ ଭାରତୀୟ କ୍ରିକେଟ୍‌ର ଅନେକ ଭାବନା ଜଡ଼ିତ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story