ସଚିନଙ୍କ ‘୧୪ ଜଣିଆ ଟିମ୍’ ମତକୁ ଗ୍ରହଣ କଲା ଏମ୍‌ସିଏ

ମୁମ୍ବାଇ: ସ୍କୁଲ୍ ସ୍ତରରେ କ୍ରିକେଟ୍ ଟିମ୍‌ରେ ୧୪ ଜଣ ଖେଳାଳିଙ୍କୁ ରଖିବା ପାଇଁ ଭାରତୀୟ କ୍ରିକେଟ୍ ଲିଜେଣ୍ଡ୍ ସଚିନ ତେନ୍ଦୁଲକର ଦେଇଥିବା ମତକୁ ଗ୍ରହଣ କରିଛି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମ୍‌ସିଏ)। ନିକଟରେ ଏମ୍‌ସିଏ ଏନେଇ ଏକ ପ୍ରସ୍ତାବ ପାରିତ କରିଛି। ସ୍କୁଲ୍ ସ୍ତରରେ କ୍ରିକେଟ୍ ଟିମ୍‌ରେ ୧୧ ଜଣ ବଦଳରେ ୧୪ ଜଣଙ୍କୁ ସାମିଲ କରିବା ପାଇଁ ଏଥିରେ କୁହାଯାଇଛି। ବେଶ୍ ଜଣାଶୁଣା ଜିଲ୍ସ ସିଲ୍‌ଡ ଓ ହାରିସ୍ ସିଲ୍‌ଡ (ଉଭୟ ଆନ୍ତଃସ୍କୁଲ୍ ଟୁର୍ଣ୍ଣାମେଣ୍ଟ)ରେ ଏହି […]

sachin

sachin

Rakesh Mallick
  • Published: Sunday, 09 October 2016
  • Updated: 09 October 2016, 07:34 PM IST

Sports

Latest News

sachinମୁମ୍ବାଇ: ସ୍କୁଲ୍ ସ୍ତରରେ କ୍ରିକେଟ୍ ଟିମ୍‌ରେ ୧୪ ଜଣ ଖେଳାଳିଙ୍କୁ ରଖିବା ପାଇଁ ଭାରତୀୟ କ୍ରିକେଟ୍ ଲିଜେଣ୍ଡ୍ ସଚିନ ତେନ୍ଦୁଲକର ଦେଇଥିବା ମତକୁ ଗ୍ରହଣ କରିଛି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (ଏମ୍‌ସିଏ)। ନିକଟରେ ଏମ୍‌ସିଏ ଏନେଇ ଏକ ପ୍ରସ୍ତାବ ପାରିତ କରିଛି। ସ୍କୁଲ୍ ସ୍ତରରେ କ୍ରିକେଟ୍ ଟିମ୍‌ରେ ୧୧ ଜଣ ବଦଳରେ ୧୪ ଜଣଙ୍କୁ ସାମିଲ କରିବା ପାଇଁ ଏଥିରେ କୁହାଯାଇଛି।

ବେଶ୍ ଜଣାଶୁଣା ଜିଲ୍ସ ସିଲ୍‌ଡ ଓ ହାରିସ୍ ସିଲ୍‌ଡ (ଉଭୟ ଆନ୍ତଃସ୍କୁଲ୍ ଟୁର୍ଣ୍ଣାମେଣ୍ଟ)ରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ। ମିଳିଥିବା ସୁଚନା ଅନୁଯାୟୀ ମୁମ୍ବାଇ ସ୍କୁଲ୍ସ୍‌ ସ୍ପୋର୍ଟ୍ସ ଆସୋସିଏସନ୍ (ଏମ୍‌ଏସ୍‌ଏସ୍‌ଏ) ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ରାଜି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story