ସଚିନଙ୍କ ସହ ପ୍ରଥମଥର ଭୋଟ୍ ଦେଲେ ପୁଅ ଓ ଝିଅ

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ସୋମବାର ୯ ରାଜ୍ୟରେ ୭୧ ସିଟ୍ ପାଇଁ ମତଦାନ ହୋଇଛି। ମହାରାଷ୍ଟ୍ରର ୧୭ ସିଟ୍ ପାଇଁ ଆଜି ଭୋଟ୍ ହୋଇଛି। ଦେଶର ଏହି ମହାନ୍ ଗଣତାନ୍ତ୍ରିକ ପର୍ବରେ ନିଜକୁ ସାମିଲ୍ କରିଛନ୍ତି ମାଷ୍ଟର ବ୍ଲାଷ୍ଟର୍ ତଥା କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର। ସଚିନ ନିଜ ପତ୍ନୀ ଅଞ୍ଜଳୀ, ଝିଅ ସାରା ଓ ପୁଅ ଅର୍ଜୁନଙ୍କ ସହ ଭୋଟ୍ ଦେଇଛନ୍ତି। ସଚିନଙ୍କ ପରିବାର ବାନ୍ଦ୍ରାସ୍ଥିତ ଏକ ଭୋଟିଂ ସେଣ୍ଟରରେ […]

sach

sach

Hemant Lenka
  • Published: Monday, 29 April 2019
  • Updated: 29 April 2019, 09:19 PM IST

Sports

Latest News

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ସୋମବାର ୯ ରାଜ୍ୟରେ ୭୧ ସିଟ୍ ପାଇଁ ମତଦାନ ହୋଇଛି। ମହାରାଷ୍ଟ୍ରର ୧୭ ସିଟ୍ ପାଇଁ ଆଜି ଭୋଟ୍ ହୋଇଛି। ଦେଶର ଏହି ମହାନ୍ ଗଣତାନ୍ତ୍ରିକ ପର୍ବରେ ନିଜକୁ ସାମିଲ୍ କରିଛନ୍ତି ମାଷ୍ଟର ବ୍ଲାଷ୍ଟର୍ ତଥା କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର।

ସଚିନ ନିଜ ପତ୍ନୀ ଅଞ୍ଜଳୀ, ଝିଅ ସାରା ଓ ପୁଅ ଅର୍ଜୁନଙ୍କ ସହ ଭୋଟ୍ ଦେଇଛନ୍ତି। ସଚିନଙ୍କ ପରିବାର ବାନ୍ଦ୍ରାସ୍ଥିତ ଏକ ଭୋଟିଂ ସେଣ୍ଟରରେ ଭୋଟ୍ ଦେଇଛନ୍ତି। ତେବେ ବଡ଼ କଥା ହେଉଛି ସଚିନଙ୍କ ଝିଅ ସାରା ଓ ପୁଅ ଅର୍ଜୁନ୍ ପ୍ରଥମଥର ପାଇଁ ଭୋଟ୍ ଦେଇଛନ୍ତି। ସାରାଙ୍କ ବୟସ ୨୧ ଏବଂ ଅର୍ଜୁନଙ୍କ ବୟସ ୧୯ ବର୍ଷ।

ଭୋଟ୍ ଦେବା ପରେ ସଚିନ ସୋଶାଲ ମିଡିଆରେ ନିଜ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, 'ପ୍ରତ୍ୟେକ ନାଗରିକ ଭୋଟ୍ ଦେବା ଦରକାର, ଏହା ଆମ ଦେଶ ପାଇଁ ନିହାତି ଆବଶ୍ୟକ। ସାରା ଓ ଅର୍ଜୁନ ପ୍ରଥମଥର ପାଇଁ ଭୋଟ୍ ଦେଇଛନ୍ତି ଏବଂ ସେମାନଙ୍କ ସହ ଆସିବା ଏକ ନିଆର ଅନୁଭୂତି।'

ସଚିନଙ୍କ ବ୍ୟତୀତ ଆଉ କିଛି କ୍ରୀଡ଼ାବିତ୍ ମଧ୍ୟ ଆଜି ଭୋଟ୍ ଦେଇଛନ୍ତି। ଏଥିରେ ସଚିନଙ୍କ ପିଲାଦିନର ବନ୍ଧୁ ତଥା ସାଥୀ କ୍ରିକେଟର ବିନୋଦ କାମ୍ବଲୀ, କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର, କ୍ରିକେଟ୍ କମେଣ୍ଟେଟର୍ ହର୍ଷା ଭୋଗଲେ, ଟେନିସ୍ ତାରକା ମହେଶ ଭୂପତି ଏବଂ ପୂର୍ବତନ ହକି ଖେଳାଳି ବୀରେନ୍ ରସକିନା ସାମିଲ୍ ଅଛନ୍ତି।

https://twitter.com/sachin_rt/status/1122798588357226496

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story