ଟିମ୍ ଇଣ୍ଡିଆକୁ ଏହି ୪ ଗୁରୁମନ୍ତ୍ର ଦେଲେ ସଚିନ

ନଟ୍ଟିଂହାମ୍: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଜୁନ୍ ୧୬ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବ। ଏହି ମ୍ୟାଚକୁ ପୂରା ଦୁନିଆ ଅପେକ୍ଷା କରି ରହିଛି। ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ଉପରେ ବ୍ରେକ୍ ଲାଗିଛି। ଯାହା ପରେ ଦୁଇ ଟିମ୍ କେବଳ ଆଇସିସି କିମ୍ବା ଏସିଆନ୍ କ୍ରିକେଟ୍ କାଉନସିଲ୍ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି। ତେଣୁ […]

sachin

sachin

Hemant Lenka
  • Published: Friday, 14 June 2019
  • Updated: 14 June 2019, 06:18 PM IST

Sports

Latest News

ନଟ୍ଟିଂହାମ୍: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଜୁନ୍ ୧୬ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବ। ଏହି ମ୍ୟାଚକୁ ପୂରା ଦୁନିଆ ଅପେକ୍ଷା କରି ରହିଛି। ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସମ୍ପର୍କ ଉପରେ ବ୍ରେକ୍ ଲାଗିଛି। ଯାହା ପରେ ଦୁଇ ଟିମ୍ କେବଳ ଆଇସିସି କିମ୍ବା ଏସିଆନ୍ କ୍ରିକେଟ୍ କାଉନସିଲ୍ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି।

ତେଣୁ ରବିବାର ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ କୌଣସି ଦୁଇ ଟିମ୍ ଏବଂ ପ୍ରଶଂସକଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ଭାରତର ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ବିରାଟ କୋହଲିଙ୍କ ଟିମକୁ ଏହି ମହାମୁକାବିଲା ପୂର୍ବରୁ ବିଜୟ ପାଇଇଁ କିଛି ଟିପ୍ସ ଦେଇଛନ୍ତି।

ୱହାବ ଓ ଆମୀରଙ୍କ ବିରୋଧରେ ସତର୍କତା: ସଚିନ ବିରାଟସେନାର ଖେଳାଳିଙ୍କୁ ପାକିସ୍ତାନର ଦୁଇ ବାମହାତୀ ପେସ୍ ବୋଲର ୱହାଜ ରିଆଜ ଓ ମହମ୍ମଦ ଆମୀରଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସଚିନ କହିଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆମୀରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବାକୁ ପଡ଼ିବ। ଆମୀରଙ୍କ ଦମଦାର ବୋଲିଂ ପ୍ରଦର୍ଶନ ଆଗରେ ଦୁଇବର୍ଷ ପୂର୍ବେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ ଏବଂ ଟାଇଟଲ୍ ହାତଛଡ଼ା କରିଥିଲେ। ବର୍ତ୍ତମାନ ଆମୀର ପୁଣିଥରେ ଫର୍ମକୁ ଫେରିଛନ୍ତି ଏବଂ ୧୦ ୱିକେଟ୍ ନେଇ ଚଳିତ ବିଶ୍ୱକପରେ ବୋଲରଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୧୦ ଓଭରରେ ୩୦ ରନ୍ ଦେଇ ୫ ୱିକେଟ୍ ହାସଲ କରିଥିଲେ। ତେଣୁ ଆମୀର ଭାରତ ପାଇଁ ମୁଖ୍ୟ ବିପଦ ହୋଇପାରନ୍ତି।

ରୋହିତ-ବିରାଟଙ୍କୁ ଧୈର୍ଯ୍ୟ ଦେଖାଇବା ଦରକାର: ସଚିନ କହିଛନ୍ତି, ରୋହିତ୍ ଶର୍ମା ଓ ବିରାଟ୍ କୋହଲି ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ଖେଳାଳି। ଏହି ଦୁଇ ଖେଳାଳିଙ୍କୁ ଆଉଟ୍ କରି ପାକିସ୍ତାନ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଚାହିଁବ। ଆମୀର ଓ ରିଆଜ ପ୍ରାରମ୍ଭିକ ୱିକେଟ୍ ନେବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ରୋହିତ୍ ଓ ବିରାଟ ଧୈର୍ଯ୍ୟ ଦେଖାଇ ବଡ଼ ଇନିଂସ୍ ଖେଳିବା ଉପରେ ଧ୍ୟାନ ଦେବା ଦରକାର। କେବଳ ଏହି ଦୁଇ ଖେଳାଳି ନୁହେଁ, ବରଂ ବାକି ଖେଳାଳିଙ୍କୁ ମଧ୍ୟ ଦାୟିତ୍ୱ ବହନ କରିବାକୁ ପଡ଼ିବ।

ସକାରାତ୍ମକ ଆଭିମୁଖ୍ୟ: ସକାରାତ୍ମକ ଚିନ୍ତାଧାରା ସହ ମଇଦାନକୁ ଓହ୍ଲାଇବା ଦରକାର। ଏହା ଦ୍ୱାରା ସବୁ ଖେଳାଳି ନିଜ ମୁତାବକ ଭଲ ପ୍ରଦର୍ଶନ କରିପାରିବେ । ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରତିଟି ସୁଯୋଗର ଭରପୂର ଫାଇଦା ଉଠାଇବା ଦରକାର।

ସବୁ ବିଭାଗରେ ଦରକାର ଆକ୍ରମଣାତ୍ମକ: ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ୫ଟି ମ୍ୟାଚ୍ ଖେଳିଥିବା ସଚିନ କହିଛନ୍ତି, ଆମକୁ ସବୁ ଡିପାର୍ଟମେଣ୍ଟରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇବାର ଆବଶ୍ୟକତା ରହିଛି। ଏହାଛଡ଼ା ଶାରୀରିକ ପ୍ରସ୍ତୁତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଆତ୍ମବିଶ୍ୱାସ ସହ ନିଜକୁ ଡିଫେଣ୍ଡ୍ କରିପାରିବେ, ତାହେଲେ କେହିବି ଆପଣଙ୍କ ଲୟ ବିଗାଡ଼ି ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story