ବିଶ୍ୱକପ୍ ସେମିଫାଇନାଲ୍ ଫର୍ମାଟକୁ ନେଇ ପ୍ରଶ୍ନ ଉଠାଇଲେ ସଚିନ୍

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଏବେ ଏହି ଲଢ଼େଇ କେବଳ ସେମିଫାଇନାଲ୍ ପାଇଁ ହେଉଛି। ଅନ୍ତିମ-୪ରେ ସ୍ଥାନ ହାସଲ କରିବା ପାଇଁ କିଛି ଟିମ୍ ପାଇଁ “କର ବା ମର’ ସ୍ଥିତି ରହିଛି। ଏହା ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱକପ୍ ସେମିଫାଇନାଲ୍ ଫର୍ମାଟ୍ ଉପରେ ପ୍ରଶ୍ନ ଉଠାଛନ୍ତି। ସଚିନ କହିଛନ୍ତି, ରାଉଣ୍ଡ ରବିନ୍ ଆଧାରରେ ବିଶ୍ୱକପ୍ ହେଉଛି। ଦୁଇ ଶୀର୍ଷ ଟିମ୍ ଯଦି ସେମିଫାଇନାଲରେ ହାରିଯାଆନ୍ତି, […]

sachin

sachin

Hemant Lenka
  • Published: Sunday, 30 June 2019
  • Updated: 30 June 2019, 03:38 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଏବେ ଏହି ଲଢ଼େଇ କେବଳ ସେମିଫାଇନାଲ୍ ପାଇଁ ହେଉଛି। ଅନ୍ତିମ-୪ରେ ସ୍ଥାନ ହାସଲ କରିବା ପାଇଁ କିଛି ଟିମ୍ ପାଇଁ "କର ବା ମର' ସ୍ଥିତି ରହିଛି। ଏହା ମଧ୍ୟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଶ୍ୱକପ୍ ସେମିଫାଇନାଲ୍ ଫର୍ମାଟ୍ ଉପରେ ପ୍ରଶ୍ନ ଉଠାଛନ୍ତି।

ସଚିନ କହିଛନ୍ତି, ରାଉଣ୍ଡ ରବିନ୍ ଆଧାରରେ ବିଶ୍ୱକପ୍ ହେଉଛି। ଦୁଇ ଶୀର୍ଷ ଟିମ୍ ଯଦି ସେମିଫାଇନାଲରେ ହାରିଯାଆନ୍ତି, ତାହେଲେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବେ। ତେଣୁ ଶୀର୍ଷ ଦୁଇରେ ରହିଥିବା ଟିମକୁ ଆଉ ଗୋଟିଏ ଲେଖାଏ ସୁଯୋଗ ମିଳିବା ଦରକାର, କାରଣ ଦୁଇ ଟିମ୍ ଅଧିକରୁ ଅଧିକ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିପାରିବେ।

ଭାରତ ଓ ଇଂଲଣ୍ଡ ମୁକାବିଲା ପୂର୍ବରୁ ସଚିନ କହିଛନ୍ତି, ଯେଉଁ ଟିମ୍ ଟୁର୍ଣ୍ଣାମେଣ୍ଟରେ ସବୁ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିବ ଏବଂ ସେମିରେ ହାରିଯାଏ, ତାହେଲେ ସେହି ଟିମର ବିଶ୍ୱକପ୍ ଅଭିଯାନ ମାତ୍ର ଗୋଟିଏ ମ୍ୟାଚରେ ହିଁ ଶେଷ ହୋଇଯିବ। ଏଥିପାଇଁ ଶୀର୍ଷ ଦୁଇ ଟିମକୁ ଆଉ ଗୋଟିଏ ଲେଖାଏ ସୁଯୋଗ ମିଳିବା ଦରକାର।

ସୂଚନାଯୋଗ୍ୟ, ଆଇପିଏଲ୍ ଲିଗ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିବା ଟିମକୁ କ୍ୱାଲିଫାୟର୍-୧ରେ ହାରିଯିବା ପରେ ଫାଇନାଲରେ ପହଞ୍ଚିବା ପାଇଁ ଆଉ ଏକ ସୁଯୋଗ ମିଳିଥାଏ। ସଚିନଙ୍କ ମତରେ ଆଇପିଏଲ୍ ଫର୍ମାଟ୍ ଅନୁଯାୟୀ, ବିଶ୍ୱକପ୍ ସେମିଫାଇନାଲ୍ ହେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story