ଧୋନି ଓ ଯାଦବଙ୍କ ପ୍ରଦର୍ଶନରେ ସଚିନ ନିରାଶ

ସାଉଥାମ୍ପଟନ୍: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭାରତର ମିଡିଲ୍ ଅର୍ଡରର ଧିମା ବ୍ୟାଟିଂକୁ ନେଇ ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିରାଶ ପ୍ରକାଶ କରିଛନ୍ତି। ସଚିନଙ୍କ କହିବାକୁଯାୟୀ, ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ହୋଇଥିବା ଭାଗୀଦାରୀ ବହୁତ ଧିମା ଥିଲା। ଏହି ମ୍ୟାଚରେ ଧୋନି ୫୨ ବଲରେ ୩ ଚୌକା ସହ ୨୮ ରନ୍ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ […]

d n k

d n k

Hemant Lenka
  • Published: Sunday, 23 June 2019
  • Updated: 23 June 2019, 05:20 PM IST

ସାଉଥାମ୍ପଟନ୍: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଭାରତର ମିଡିଲ୍ ଅର୍ଡରର ଧିମା ବ୍ୟାଟିଂକୁ ନେଇ ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିରାଶ ପ୍ରକାଶ କରିଛନ୍ତି। ସଚିନଙ୍କ କହିବାକୁଯାୟୀ, ସାଉଥାମ୍ପଟନରେ ଖେଳାଯାଇଥିବା ଏହି ମ୍ୟାଚରେ କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନିଙ୍କ ମଧ୍ୟରେ ହୋଇଥିବା ଭାଗୀଦାରୀ ବହୁତ ଧିମା ଥିଲା।

ଏହି ମ୍ୟାଚରେ ଧୋନି ୫୨ ବଲରେ ୩ ଚୌକା ସହ ୨୮ ରନ୍ କରିଥିଲେ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା, କିନ୍ତୁ ଟିମର ବୋଲର ମାନେ ଆଫଗାନିସ୍ତାନକୁ ୪୯.୫ ଓଭରରେ ୨୧୩ ରନରେ ଅଲଆଉଟ୍ କରି ମ୍ୟାଚକୁ ୧୧ ରନରେ ଜିତି ନେଇଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୭ ରନ୍ ଓ କେଦାର ଯାଦବ ୫୨ ରନର ଇନିଂସ ଖେଳିଥିଲେ।

ସଚିନ କହିଛନ୍ତି, "ଭାରତର ବ୍ୟାଟିଂ ପ୍ରଦର୍ଶନକୁ ନେଇ ମୁଁ ସାମାନ୍ୟ ନିରାଶ ହୋଇଛି। ଭାରତ ଆଉ କିଛି ଅଧିକ ରନ୍ କରିଥିଲେ ଭଲ ହୋଇଥାନ୍ତା। ବିଶେଷକରି କେଦାର ଓ ଧୋନିଙ୍କ ପାର୍ଟନରଶିପକୁ ନେଇ ମୁଁ ବହୁତ ନିରାଶ। ଦୁହେଁ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ। ଆମେ ସ୍ପିନରଙ୍କ ବିରୋଧରେ ୩୪ ଓଭର ଖେଳି ମାତ୍ର ୧୧୯ ରନ୍ କରିବାକୁ ସକ୍ଷମ ହୋଇଥିଲୁ।

ଧୋନି ଓ କେଦାର ପଞ୍ଚମ ୱିକେଟ୍ ପାଇଁ ୮୪ ବଲରେ ୫୭ ରନ୍ ଯୋଡ଼ିଥିଲେ। ବିରାଟଙ୍କ ଆଉଟ୍ ପରେ ଅଧିକ ରନ୍ ହୋଇନଥିଲା। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କୁ ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ଅଧିକ ସୁଯୋଗ ମିଳିନଥିଲା। ଯଦ୍ଦ୍ୱାରା ସେମାନଙ୍କ ଉପରେ ଚାପ ପଡ଼ିଥିଲା, କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଇଚ୍ଛାଶକ୍ତି ଆହୁରି ଭଲ ହୋଇପାରିଥାନ୍ତା।

କେଦାରଙ୍କ ଉପରେ ଚାପ ଥିଲା। ଏହା ପୂର୍ବରୁ ତାଙ୍କୁ ପାକିସ୍ତାନ ବିପକ୍ଷରେ କେବଳ ୮ ବଲର ସାମ୍ନା କରିବାକୁ ସୁଯୋଗ ମିଳିଥିଲା ଏଭଳି ସ୍ଥିତିରେ ତାଙ୍କୁ ଏକ ପାର୍ଟନରର ଆବଶ୍ୟକତା ଥିଲା, କିନ୍ତୁ ତାହା ମିଳିପାରି ନଥିଲା। ଉଭୟ କେଦାର ଓ ଧୋନି ଆବଶ୍ୟକ ରନରେଟ୍ ମୁତାବକ ଖେଳିପାରି ନଥିଲେ।" ତେବେ ସଚିନ ଟିମର ବୋଲରମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story