ଚାପେଲ୍‌ଙ୍କ ପାଇଁ ବୋର୍ଡକୁ ଚେତାବନୀ ଦେଇଥିଲେ ସଚିନ୍‌: ଫିଲ୍ମ ଖୋଲିଲା ବିଶ୍ୱକପ୍‌ ଗୁମର

ମୁମ୍ବାଇ: ଶୁକ୍ରବାର ବହୁ ଚର୍ଚ୍ଚିତ ଫିଲ୍ମ ସଚିନ୍‌: ଏ ବିଲିୟନ ଡ୍ରିମ୍ସ ରିଲିଜ ହୋଇଯାଇଛି। ଯାହାକୁ ଦେଖିବାକୁ ନେଇ କ୍ରୀଡାପ୍ରେମୀଙ୍କ ଠାରୁ ଆରମ୍ଭ କରି ସିନେପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ। ରିଲିଜ୍‌ର ପ୍ରଥମ ଦିନରୁ ହିଁ ଆଶାତୀତ ବ୍ୟବସାୟିତ ସଫଳତା  ମଧ୍ୟ ମିଳିଛି। ତେବେ ଫିଲ୍ମର କାହାଣୀରେ ଥିବା କିଛି ରୋଚକ ତଥ୍ୟକୁ ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଏହି ଚଳଚିତ୍ରରେ ୨୦୦୭ ବିଶ୍ୱକପ ସଂପର୍କିତ ଏକ ଦୃଶ୍ୟ ଅଛି। […]

sachin-greg2

sachin-greg2

Rakesh Mallick
  • Published: Saturday, 27 May 2017
  • Updated: 30 May 2017, 11:10 PM IST

Sports

Latest News

ମୁମ୍ବାଇ: ଶୁକ୍ରବାର ବହୁ ଚର୍ଚ୍ଚିତ ଫିଲ୍ମ ସଚିନ୍‌: ଏ ବିଲିୟନ ଡ୍ରିମ୍ସ ରିଲିଜ ହୋଇଯାଇଛି। ଯାହାକୁ ଦେଖିବାକୁ ନେଇ କ୍ରୀଡାପ୍ରେମୀଙ୍କ ଠାରୁ ଆରମ୍ଭ କରି ସିନେପ୍ରେମୀଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ। ରିଲିଜ୍‌ର ପ୍ରଥମ ଦିନରୁ ହିଁ ଆଶାତୀତ ବ୍ୟବସାୟିତ ସଫଳତା  ମଧ୍ୟ ମିଳିଛି। ତେବେ ଫିଲ୍ମର କାହାଣୀରେ ଥିବା କିଛି ରୋଚକ ତଥ୍ୟକୁ ନେଇ ଚର୍ଚ୍ଚା ଏବେ ଜୋର୍‌ ଧରିଛି।

ଏହି ଚଳଚିତ୍ରରେ ୨୦୦୭ ବିଶ୍ୱକପ ସଂପର୍କିତ ଏକ ଦୃଶ୍ୟ ଅଛି। ଯେଉଁଥିରେ ସଚିନ ବିସିସିଆଇକୁ ତତ୍‌କାଳୀନ କୋଚ୍‌ଙ୍କ ବିଷୟରେ ଚେତାବନୀ ଦେଇଥିଲେ। ସେତେବେଳେ ଟିମ୍‌ ଇଣ୍ଡିଆର କୋଚ୍‌ ଭାବେ ଗ୍ରେଗ୍‌ ଚାପେଲ ଥିଲେ। ତେଣୁ ତାଙ୍କର ନେତୃତ୍ୱ ଓ କାର୍ଯ୍ୟଶୈଳୀ ବିଷୟରେ ବିଶ୍ୱକପକୁ ଯିବା ପୂର୍ବରୁ ସଚିନ୍‌ ବୋର୍ଡ୍‌କୁ ଜଣାଇଥିଲେ।

୨୦୦୭ରେ ବିଶ୍ୱକପ ଭାରତୀୟ କ୍ରିକେଟ୍‌ ପାଇଁ ଏକ କଳଙ୍କିତ ସମୟ ଥିଲା। ଏହି ବିଶ୍ୱକପ୍‌ରେ ଭାରତର ଅବସ୍ଥା ଦୟନୀୟ ରହିଥିଲା। ବାଙ୍ଗାଦେଶ ଭଳି ଟିମ୍‌ ଠାରୁ ହାରି ପ୍ରଥମ ପର୍ଯ୍ୟାୟରୁ ଟିମ୍‌ ଇଣ୍ଡିଆ ପ୍ରତିଯୋଗିତାରୁ ବିଦା ହୋଇଥିଲା।

ଏହି ଫିଲ୍ମ ଜରିଆରେ ସଚିନ୍‌ କହିଛନ୍ତି ଯେ ଟିମ୍‌ ଗୋଟିଏ ବର୍ଷ ପୂର୍ବରୁ ଏହି ବିଶ୍ୱକପ ପାଇଁ ରଣକୌଶଳ ତିଆରି କରିଥିଲେ ମଧ୍ୟ ଚାପେଲ୍‌ ଶେଷ ମୂହୁର୍ତ୍ତରେ ତାହାକୁ ପରିବର୍ତ୍ତନ କରିଥିଲେ। ଯେଉଁଥିପାଇଁ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story