ଆଜି ଦିନରେ ସଚିନ କରିଥିଲେ ଏହି ବିଶ୍ୱ ରେକର୍ଡ: ଯାହା ପୂର୍ବରୁ କେହି କରିନଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍‌ରେ ଅନେକ ରେକର୍ଡ କରିଯାଇଛନ୍ତି। ଯାହା ଆଜି ବି ଅତୁଟ ହୋଇ ରହିଛି। ସାରା ବିଶ୍ୱରେ କ୍ରିକେଟକୁ ସଚିନ ଏକ ନୂଆ ପରିଚୟ ପ୍ରଦାନ କରିଥିଲେ। ସେଥିପାଇଁ ତାଙ୍କୁ କ୍ରିକେଟ୍‌ର ଭଗବାନ କୁହାଯାଏ। ୨୪ ବର୍ଷ ଧରି ଟିମ୍‌ ଇଣ୍ଡିଆ ପକ୍ଷରୁ କ୍ରିକେଟ୍‌ ଖେଳିଆସିଥିବା ସଚିନ ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହାସହ କ୍ରିକେଟ୍‌ର ଅନେକ ରେକର୍ଡ ତାଙ୍କ ନାରେ ରହିଛି। ୮ ବର୍ଷ ପୂର୍ବେ ଆଜିର […]

sachintendulkar_1585015c

sachintendulkar_1585015c

Rakesh Mallick
  • Published: Saturday, 24 February 2018
  • Updated: 24 February 2018, 01:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ୍‌ରେ ଅନେକ ରେକର୍ଡ କରିଯାଇଛନ୍ତି। ଯାହା ଆଜି ବି ଅତୁଟ ହୋଇ ରହିଛି। ସାରା ବିଶ୍ୱରେ କ୍ରିକେଟକୁ ସଚିନ ଏକ ନୂଆ ପରିଚୟ ପ୍ରଦାନ କରିଥିଲେ। ସେଥିପାଇଁ ତାଙ୍କୁ କ୍ରିକେଟ୍‌ର ଭଗବାନ କୁହାଯାଏ। ୨୪ ବର୍ଷ ଧରି ଟିମ୍‌ ଇଣ୍ଡିଆ ପକ୍ଷରୁ କ୍ରିକେଟ୍‌ ଖେଳିଆସିଥିବା ସଚିନ ୧୦୦ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହାସହ କ୍ରିକେଟ୍‌ର ଅନେକ ରେକର୍ଡ ତାଙ୍କ ନାରେ ରହିଛି। ୮ ବର୍ଷ ପୂର୍ବେ ଆଜିର ଦିନରେ ସଚିନ କ୍ରିକେଟ୍‌ ଇତିହାସର ଏଭଳି କୀର୍ତ୍ତିମାନ କରିଥିଲେ ଯାହା ପୂର୍ବରୁ କେହି କରିନଥିଲେ।

ଫେବ୍ରୁଆରୀ ୨୪ ତାରିଖରେ ସେ ପ୍ରଥମ ଥର ପାଇଁ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ମଧ୍ୟପ୍ରଦେଶର ଗ୍ୱାଲିୟର୍‌ ଷ୍ଟାଡ଼ିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ୨୦୦ ରନର ଇଂନିସ ଖେଳିଥିଲେ।  ଯଦିଓ ଏହା ପରେ ଭାରତ ପକ୍ଷରୁ ରୋହତ ଶର୍ମା ୩ଟି ଦ୍ୱିଶତକ ହାସଲ କରିଥିବା ବେଳେ ସେହୱାଗ ଗୋଟିଏ ଦ୍ୱିଶତକ ହାସଲ କରିଛନ୍ତି। ଏହି ଭାରତୀୟଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜ୍‌ର ଗେଲ୍‌ ଓ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗୁପ୍‌ଟିଲ୍‌ ମଧ୍ୟ ପରେ ଦ୍ୱିଶତକ ହାସଲ କରିଛନ୍ତି।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story