କ୍ୱାର୍ଟରରେ ଶ୍ରୀକାନ୍ତ ଓ ସାଇନା, ବିଦା ହେଲେ କଶ୍ୟପ

ନୂଆଦିଲ୍ଲୀ: ମ୍ୟାଲେସିୟା ମାଷ୍ଟର ୨୦୧୯ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆଜି ମିଶ୍ର ସଫଳତା ମିଳିଛି। ଭାରତର ଦୁଇ ଶଟଲର୍‌ ସାଇନା ନେହ୍ୱାଲ ଓ କାଦମ୍ବୀ ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ଶଟଲର୍‌ ପରୁପାଲ୍ଲୀ କଶ୍ୟପ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି। ବିଶ୍ୱର ୯ ନଂ ଖେଳାଳି ସାଇନା ଦ୍ୱିତୀୟ ରାଉଣ୍ଡରେ ହଂକଂର ୟିପ ପୁଇ ୟିନ୍‌ଙ୍କୁ ଭେଟିଥିଲେ। ମ୍ୟାଚ୍‌ ଆରମ୍ଭରୁ ସାଇନା ଜବରଦସ୍ତ ପ୍ରଦର୍ଶନ କରି ମାତ୍ର ୩୯ […]

uu

uu

Hemant Lenka
  • Published: Thursday, 17 January 2019
  • Updated: 17 January 2019, 07:35 PM IST

Sports

Latest News

ନୂଆଦିଲ୍ଲୀ: ମ୍ୟାଲେସିୟା ମାଷ୍ଟର ୨୦୧୯ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଆଜି ମିଶ୍ର ସଫଳତା ମିଳିଛି। ଭାରତର ଦୁଇ ଶଟଲର୍‌ ସାଇନା ନେହ୍ୱାଲ ଓ କାଦମ୍ବୀ ଶ୍ରୀକାନ୍ତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ଅନ୍ୟତମ ଭାରତୀୟ ଶଟଲର୍‌ ପରୁପାଲ୍ଲୀ କଶ୍ୟପ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି।

ବିଶ୍ୱର ୯ ନଂ ଖେଳାଳି ସାଇନା ଦ୍ୱିତୀୟ ରାଉଣ୍ଡରେ ହଂକଂର ୟିପ ପୁଇ ୟିନ୍‌ଙ୍କୁ ଭେଟିଥିଲେ। ମ୍ୟାଚ୍‌ ଆରମ୍ଭରୁ ସାଇନା ଜବରଦସ୍ତ ପ୍ରଦର୍ଶନ କରି ମାତ୍ର ୩୯ ମିନିଟ୍‌ରେ ୨୧-୧୪ ଓ ୨୧-୧୬ରେ ଏହାକୁ ଜିତି ନେଇଥିଲେ।

ସେହିପରି ଶ୍ରୀକାନ୍ତଙ୍କ ମୁକାବିଲା ମଧ୍ୟ ହଂକଂର ୱଙ୍ଗ ୱିଙ୍ଗ କି ଭିନ୍‌ସେଣ୍ଟ ସହ ହୋଇଥିଲା। ତେବେ ଏହି ମ୍ୟାଚ୍‌ଟି ବେଶ ସଂଘର୍ଷପୂର୍ଣ୍ଣ ରହିଥିଲା। ପ୍ରଥମ ସେଟ୍‌ଟି ଶ୍ରୀକାନ୍ତ ୨୩-୨୧ରେ ଜିତିଥିବା ବେଳେ ଦ୍ୱିତୀୟ ସେଟ୍‌କୁ ୮-୨୧ରେ ହାରିଥିଲେ। ଶେଷ ସେଟ୍‌ରେ ଶ୍ରୀକାନ୍ତ ଜବରଦସ୍ତ ପ୍ରଦର୍ଶନ କରି ୨୧-୧୮ରେ ଜିତି ନେଇଥିଲେ।

ଅନ୍ୟପକ୍ଷରେ କଶ୍ୟପ ଇଣ୍ଡୋନେସିଆର ଆଣ୍ଟୋନି ସିନିସୁକା ଜିଣ୍ଟିଙ୍ଗଙ୍କ ଠାରୁ ୧୭-୨୧ ଓ ୨୩-୨୫ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ସାଇନାଙ୍କ ମୁକାବିଲା ବିଶ୍ୱର ୨ ନଂ ଖେଳାଳି ନୋଜୋମି ଓକୁହାରାଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story