କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ସାଇନା ଓ ପ୍ରଣୟ, ପଜିଟିଭ ରିପୋର୍ଟ ମିଛ

ବ୍ୟାଙ୍କକ: ଭାରତୀୟ ଶଟଲର ସାଇନା ନେହ୍ୱାଲ ଓ ଏଚସି ପ୍ରଣୟ ଥାଇଲ୍ୟାଣ୍ଡରେ କରୋନାରେ ଆକ୍ରାନ୍ତ ହେବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ। ଆଜି ସାଇନା ଓ ତାଙ୍କ ସ୍ୱାମୀ ପାରୁପଲ୍ଲୀ କଶ୍ୟପଙ୍କ ମ୍ୟାଚ୍ ଥିଲା। ହେଲେ ଏହା ପୂର୍ବରୁ ସାଇନାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଖବର ପ୍ରଚାର ହୋଇଥିଲା। କେବଳ ସାଇନା ନୁହନ୍ତି, ପ୍ରଣୟଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଥିବା କୁହାଯାଇଥିଲା। ଏଥିପାଇଁ ଉଭୟଙ୍କୁ ବ୍ୟାଙ୍କକ ହସ୍ପିଟାଲରେ ୧୦ ଦିନ କ୍ୱାରେଣ୍ଟାଇନରେ […]

u

u

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 08:28 PM IST

ବ୍ୟାଙ୍କକ: ଭାରତୀୟ ଶଟଲର ସାଇନା ନେହ୍ୱାଲ ଓ ଏଚସି ପ୍ରଣୟ ଥାଇଲ୍ୟାଣ୍ଡରେ କରୋନାରେ ଆକ୍ରାନ୍ତ ହେବା ନେଇ ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ମିଛ। ଆଜି ସାଇନା ଓ ତାଙ୍କ ସ୍ୱାମୀ ପାରୁପଲ୍ଲୀ କଶ୍ୟପଙ୍କ ମ୍ୟାଚ୍ ଥିଲା। ହେଲେ ଏହା ପୂର୍ବରୁ ସାଇନାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଖବର ପ୍ରଚାର ହୋଇଥିଲା।

କେବଳ ସାଇନା ନୁହନ୍ତି, ପ୍ରଣୟଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ ଆସିଥିବା କୁହାଯାଇଥିଲା। ଏଥିପାଇଁ ଉଭୟଙ୍କୁ ବ୍ୟାଙ୍କକ ହସ୍ପିଟାଲରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା। କଶ୍ୟପ ବି ସାଇନାଙ୍କ ସହ ରହୁଥିବାରୁ ତାଙ୍କର ପୁଣି କରୋନା ଟେଷ୍ଟ ହେବ ବୋଲି କୁହାଯାଇଥିଲା।

ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ଏଥିରେ ହସ୍ତକ୍ଷେପ କରିଥିଲା। ସମସ୍ତଙ୍କର ଆଉ ଥରେ କରୋନାର ଆଇଜିଜି ଆଣ୍ଟିବଡି ଟେଷ୍ଟ କରାଯାଇଥିଲା। ଏହା ପଜିଟିଭ ଆସିଛି। ଆଇଜିଜିରେ ପଜିଟିଭି ଆସିବା ଅର୍ଥ ଜଣେ ବ୍ୟକ୍ତି ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାର ପ୍ରମାଣ ମିଳିବା। ଏହି  ରିପୋର୍ଟ ପରେ ବିଶ୍ୱ ବ୍ୟାଡମିଣ୍ଟନ ଫେଡରେସନ(BWF) ସାଇନା, ପ୍ରଣୟ ଓ କଶ୍ୟପଙ୍କୁ ଖେଳିବାକୁ ଅନୁମତି ଦେଇଛି।

ମଙ୍ଗଳବାର ଏମାନଙ୍କର ମ୍ୟାଚ୍ ଥିଲେ ହେଁ ପ୍ରତିପକ୍ଷଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଏବେ ବୁଧବାର BWF ପୁଣି ଏହା ଉପରେ ବିଚାର କରିବ ବୋଲି ଜଣାପଡ଼ିଛି। ଏହି ଖବର ପରେ ସାଇନା ମଧ୍ୟ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି। ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (BAI) କହିଛି ଯେ ସାଇନା ଓ ତାଙ୍କ ସ୍ୱାମୀ କଶ୍ୟପଙ୍କ କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି। ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଉଭୟଙ୍କୁ ସବୁଜ ସଙ୍କେତ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story