ସିନ୍ଧୁଙ୍କ ପରେ ପ୍ରଥମ ରାଉଣ୍ଡରୁ ବିଦା ହେଲେ ସାଇନା

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ମହିଳା ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବିଶ୍ୱ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ ଆଜି ଭାରତକୁ ଆଉ ଏକ ଝଟ୍‌କା ଲାଗିଛି। ସିନ୍ଧୁଙ୍କ ପରେ ଅନ୍ୟତମ ଷ୍ଟାର ଶଟଲର ସାଇନା ନେହ୍ୱାଲ ମଧ୍ୟ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସାଇନାଙ୍କ ମୁକାବିଲା ଚାଇନାର କାଇ ୟାନ ୟାନଙ୍କ ସହ ହୋଇଥିଲା। […]

s

s

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 03:26 PM IST

Sports

Latest News

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ମହିଳା ବର୍ଗରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ବିଶ୍ୱ ବିଜେତା ପିଭି ସିନ୍ଧୁ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ବେଳେ ଆଜି ଭାରତକୁ ଆଉ ଏକ ଝଟ୍‌କା ଲାଗିଛି। ସିନ୍ଧୁଙ୍କ ପରେ ଅନ୍ୟତମ ଷ୍ଟାର ଶଟଲର ସାଇନା ନେହ୍ୱାଲ ମଧ୍ୟ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସାଇନାଙ୍କ ମୁକାବିଲା ଚାଇନାର କାଇ ୟାନ ୟାନଙ୍କ ସହ ହୋଇଥିଲା। ତେବେ ୟାନ ଏକ ତରଫା ଭାବେ ସାଇନାଙ୍କୁ ୨୧-୯ ଓ ୨୧-୧୨ରେ ହରାଇ ଦେଇଥିଲେ। ମାତ୍ର ୨୪ ମିନିଟ୍‌ ମଧ୍ୟରେ ସାଇନାଙ୍କୁ ସେ ଟୁର୍ଣ୍ଣାମେଣ୍ଟରୁ ବିଦା କରି ଦେଇଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ସାଇନାଙ୍କ ସ୍ୱାମୀ ତଥା ବ୍ୟକ୍ତିଗତ କୋଚ ପାରୁପଲ୍ଲୀ କଶ୍ୟପ ନିଜର ପ୍ରଥମ ମ୍ୟାଚ୍‌ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। କଶ୍ୟପଙ୍କ ମୁକାବିଲା ଥାଇଲ୍ୟାଣ୍ଡର ସିଟ୍ଟିକମ ଥାମାସିନ୍‌ଙ୍କ ସହ ହୋଇଥିଲା। ହେଲେ କଶ୍ୟପ ମାତ୍ର ୪୩ ମିନିଟ୍‌ ମଧ୍ୟରେ ତାଙ୍କୁ ୨୧-୧୪ ଓ ୨୧-୩ ସେଟ୍‌ରେ ପରାସ୍ତ କରିଦେଇଥିଲେ। ଏବେ କଶ୍ୟପଙ୍କ ମୁକାବିଲା ବିଶ୍ୱର ୭ମ ସିଡ୍‌ ଡେନମାର୍କର ଭିକ୍ଟୋର ଆକ୍ସେଲସନଙ୍କ ସହ ହେବ।

ପୁରୁଷ ବର୍ଗରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଶଟଲର ସାଇ ପ୍ରଣୀତ ମଧ୍ୟ ତାଙ୍କ ପ୍ରଥମ ମୁକାବିଲା ଜିତି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଇଣ୍ଡୋନେସିଆର ଟମି ସୁଗିଆରଟୋଙ୍କୁ ୧୫-୨୧, ୨୧-୧୨ ଓ ୨୧-୧୦ରେ ପରାସ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story