ଡେନମାର୍କ ଓପନ୍‌: ବିଶ୍ୱର ୨ନଂ ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ସାଇନା

ଓଡେନ୍ସ(ଡେନମାର୍କ): ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ଶଟଲର୍‌ ସାଇନା ନେହ୍ୱାଲଙ୍କ ଦବଦବା ଜାରି ରହିଛି। ସେ ଆଜି ପ୍ରି-କ୍ୱାର୍ଟର ମୁକାବିଲାରେ ବିଶ୍ୱର ୨ ନଂ ଶଟଲର୍‌ ଜାପାନର ଆକେନ୍‌ ୟାମାଗୁଚିଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଇନା ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟାମାଗୁଚିଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି। ସାଇନା ଶେଷଥର ପାଇଁ ୨୦୧୪ ଚୀନ୍‌ ଓପନ୍‌ରେ ୟାମାଗୁଚିଙ୍କୁ ପରାସ୍ତ […]

s

s

Hemant Lenka
  • Published: Thursday, 18 October 2018
  • Updated: 18 October 2018, 07:25 PM IST

Sports

Latest News

ଓଡେନ୍ସ(ଡେନମାର୍କ): ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର ଶଟଲର୍‌ ସାଇନା ନେହ୍ୱାଲଙ୍କ ଦବଦବା ଜାରି ରହିଛି। ସେ ଆଜି ପ୍ରି-କ୍ୱାର୍ଟର ମୁକାବିଲାରେ ବିଶ୍ୱର ୨ ନଂ ଶଟଲର୍‌ ଜାପାନର ଆକେନ୍‌ ୟାମାଗୁଚିଙ୍କୁ ସିଧାସଳଖ ୨-୦ ସେଟ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଇନା ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟାମାଗୁଚିଙ୍କୁ ହରାଇବାରେ ସକ୍ଷମ ହୋଇଛନ୍ତି। ସାଇନା ଶେଷଥର ପାଇଁ ୨୦୧୪ ଚୀନ୍‌ ଓପନ୍‌ରେ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ ୟାମାଗୁଚି ୬ଥର ସାଇନାଙ୍କୁ ହରାଇଥିଲେ।
ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ବର୍ତ୍ତମାନ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ରାଙ୍କିଙ୍ଗର ୧୦ମ ସ୍ଥାନରେ ରହିଛନ୍ତି। କିନ୍ତୁ ଆଜି ସେ ବେଶ ସହଜରେ ୟାମାଗୁଚିଙ୍କୁ ହରାଇ ଦେଇଥିଲେ। ମ୍ୟାଚ୍‌ ଆରମ୍ଭରୁ ହିଁ ସାଇନା ଆକର୍ଷଣୀୟ ଶଟ୍‌ ଖେଳି ୟାମାଗୁଚିଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ସେଟ୍‌କୁ ୨୧-୧୫ ଓ ଦ୍ୱିତୀୟ ସେଟ୍‌କୁ ୨୧-୧୭ରେ ଜିତି ସାଇନା କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ସାଇନା କ୍ୱାର୍ଟର ଫାଇନାଲ୍‌ରେ ବିଶ୍ୱର ୩ନଂ ଖେଳାଳି ଜାପାନର ନୋଜମି ଓକୁହାରଙ୍କୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story