ମାଲେସିଆ ମାଷ୍ଟରସ୍ ଉପରେ ସାଇନାଙ୍କ ନଜର

ସାରାୱାକ (ମାଲେସିଆ): ମାଲେସିଆ ମାଷ୍ଟରସ୍ ଟାଇଟଲ୍ ଉପରେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ନେହୱାଲ୍‌ଙ୍କ ନଜର। ଆସନ୍ତାକାଲି ଠାରୁ ଏହାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ନିକଟରେ ଶେଷ ହୋଇଥିବା ପ୍ରେମିୟର ବ୍ୟାଡ୍‌ମିଣ୍ଟନ୍ ଲିଗ୍‌ରେ ସାଇନା ଭାଗ ନେଇଥିଲେ। ସେ ତିନିଟି ମ୍ୟାଚ୍ ଜିତି ଥିଲେ। ତେବେ ଅଲିମ୍ପିକ୍‌ ଚାମ୍ପିଅନ୍ କାରୋଲିନା ମାରିନ୍ ଓ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁଙ୍କ ଠାରୁ ହାରି ଯାଇଥିଲେ। ମାଲେସିଆ ମାଷ୍ଟରସ୍ ଟାଇଟଲ୍ ଜିତିବା ପାଇଁ ସାଇନାଙ୍କ ପାଖରେ ଭଲ […]

saina

saina

Rakesh Mallick
  • Published: Monday, 16 January 2017
  • Updated: 16 January 2017, 04:57 PM IST

Sports

Latest News

ସାରାୱାକ (ମାଲେସିଆ): ମାଲେସିଆ ମାଷ୍ଟରସ୍ ଟାଇଟଲ୍ ଉପରେ ବ୍ୟାଡ଼ମିଣ୍ଟନ୍ ତାରକା ସାଇନା ନେହୱାଲ୍‌ଙ୍କ ନଜର। ଆସନ୍ତାକାଲି ଠାରୁ ଏହାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ।

ନିକଟରେ ଶେଷ ହୋଇଥିବା ପ୍ରେମିୟର ବ୍ୟାଡ୍‌ମିଣ୍ଟନ୍ ଲିଗ୍‌ରେ ସାଇନା ଭାଗ ନେଇଥିଲେ। ସେ ତିନିଟି ମ୍ୟାଚ୍ ଜିତି ଥିଲେ। ତେବେ ଅଲିମ୍ପିକ୍‌ ଚାମ୍ପିଅନ୍ କାରୋଲିନା ମାରିନ୍ ଓ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁଙ୍କ ଠାରୁ ହାରି ଯାଇଥିଲେ।

ମାଲେସିଆ ମାଷ୍ଟରସ୍ ଟାଇଟଲ୍ ଜିତିବା ପାଇଁ ସାଇନାଙ୍କ ପାଖରେ ଭଲ ସୁଯୋଗ ରହିଛି। କାରଣ ବିଶ୍ୱର ଟପ୍ ସିଡ୍‌ର କୌଣସି ତାରକା ଏଥିରେ ଅଂଶଗ୍ରହଣ କରୁ ନାହାନ୍ତି। ଏଣୁ ଏହି ଟାଇଟଲ୍ ଜିତି ସେ ନିଜ ଫର୍ମ ଓ ଆତ୍ମବିଶ୍ୱାସ ଫେରି ପାଇବାକୁ ଚେଷ୍ଟା କରିବେ।

ଗତବର୍ଷ ସାଇନାଙ୍କ ପାଇଁ ଭଲ ରହି ନ ଥିଲା। ଗୋଡ଼ରେ ଲାଗିଥିବା ଆଘାତ ଭଲ ହେବା ପରେ ସେ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଥିଲେ। କିନ୍ତୁ ଆଣ୍ଠୁରେ ଆଘାତ କାରଣରୁ ଅଲିମ୍ପିକ୍‌ରେ ସେ ଦ୍ୱିତୀୟ ପର୍ଯ୍ୟାୟରୁ ବାହାର ହୋଇଯାଇଥିଲେ। ମକାଉ ଓପନ୍ ଓ ହଂକଂ ଓପନ୍‌ରେ ସେ କ୍ୱାର୍ଟରଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story