ରିଓ ଅଲିମ୍ପିକ୍‌: କ୍ୱାର୍ଟରରେ ହାରିଲେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ

ରିଓ ଡି ଜେନେରିଓ: ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରିଓ ଅଲିମ୍ପିକ୍‌ର କ୍ୱାର୍ଟର ଫାଇନାଲ୍‌ରେ ରୁଷିଆର ଭାଲେରିଆ କୋବଲୋଭାଙ୍କ ଠାରୁ ୯-୨ରେ ହାରି ଯାଇଛନ୍ତି। ତେବେ ତାଙ୍କର ରିଓ ଅଭିଯାନ ଶେଷ ହୋଇନାହିଁ। ଏବେବି ତାଙ୍କର ପଦକ ପାଇବା ଆଶା ଉଜ୍ଜୀବିତ ରହିଛି। ଯଦି ଭାଲେରିଆ ସେମି ଫାଇନାଲ୍‌ରେ ଜିତି ଫାଇନାଲକୁ ଯାଆନ୍ତି ତା’ହେଲେ ସାକ୍ଷୀ ବ୍ରୋଞ୍ଜ ପଦକ ପାଇଁ ପୁଣି ଥରେ ଲଢ଼େଇ କରିବାକୁ ସୁଯୋଗ ପାଇବେ। ୫୮ କେଜି ଫ୍ରିଷ୍ଟାଇଲ୍‌ ବର୍ଗର ପ୍ରିକ୍ୱାର୍ଟରରେ ସେ […]

sakhi

sakhi

Rakesh Mallick
  • Published: Wednesday, 17 August 2016
  • Updated: 17 August 2016, 09:47 PM IST

ରିଓ ଡି ଜେନେରିଓ: ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ରିଓ ଅଲିମ୍ପିକ୍‌ର କ୍ୱାର୍ଟର ଫାଇନାଲ୍‌ରେ ରୁଷିଆର ଭାଲେରିଆ କୋବଲୋଭାଙ୍କ ଠାରୁ ୯-୨ରେ ହାରି ଯାଇଛନ୍ତି। ତେବେ ତାଙ୍କର ରିଓ ଅଭିଯାନ ଶେଷ ହୋଇନାହିଁ। ଏବେବି ତାଙ୍କର ପଦକ ପାଇବା ଆଶା ଉଜ୍ଜୀବିତ ରହିଛି। ଯଦି ଭାଲେରିଆ ସେମି ଫାଇନାଲ୍‌ରେ ଜିତି ଫାଇନାଲକୁ ଯାଆନ୍ତି ତା’ହେଲେ ସାକ୍ଷୀ ବ୍ରୋଞ୍ଜ ପଦକ ପାଇଁ ପୁଣି ଥରେ ଲଢ଼େଇ କରିବାକୁ ସୁଯୋଗ ପାଇବେ।

୫୮ କେଜି ଫ୍ରିଷ୍ଟାଇଲ୍‌ ବର୍ଗର ପ୍ରିକ୍ୱାର୍ଟରରେ ସେ ଆଜି ମୋଲଡୋଭାର ମାରିଆନା ଇସାନୁ ଚେରଡିଭାରାଙ୍କୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ଯୋଗ୍ୟତା ପର୍ଯ୍ୟାୟରେ  ସେ ସ୍ୱିଡେନ୍‌ର ମାଲିନ ଜୋହାନ୍ନା ମାଟ୍ଟସନ୍‌ଙ୍କୁ ୫-୪ରେ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story