ରିଓ ଅଲିମ୍ପିକ୍‌ ମିକ୍ସଡ ଡବଲ ଟେନିସ୍‌: ଭାରତ ହାତରୁ ବ୍ରୋଞ୍ଜ ଛଡ଼େଇ ନେଲା ଚେକ୍‌ ରିପବ୍ଲିକ୍‌

ରିଓ ଡି ଜେନେରିଓ: ମିକ୍ସଡ ଡବଲ ଟେନିସ ପ୍ରତିଯୋଗିତାକୁ ଜିତି ନେଇଛନ୍ତି ଚେକ୍‌ ରିପବ୍ଲିକ୍‌ର ଲସି ହ୍ରାଡେକ୍‌କା ଓ ରାଡିକ୍‌ ଷ୍ଟେପାନିକ୍‌। ଏହି ବିଜୟ ସହ ଚେକ୍ ରିପବ୍ଲିକ୍‌ ଭାରତଠାରୁ ବ୍ରୋଞ୍ଜ ପଦକ ଛଡେଇ ନେଇଛନ୍ତି।  ଭାରତର ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନା ଯୋଡିଙ୍କୁ ଏହି ଯୋଡି ୧-୬, ୫-୭ରେ ପରାସ୍ତ କରିଛନ୍ତି। ମାତ୍ର ୧୧ ମିନିଟ୍‌ରେ ଶେଷ ହୋଇଥିଲା ଏହି ପ୍ରତିଯୋଗିତା। ଭାରତ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଚେକ୍‌ […]

sania-bopanna

sania-bopanna

Rakesh Mallick
  • Published: Sunday, 14 August 2016
  • Updated: 14 August 2016, 10:30 PM IST

ରିଓ ଡି ଜେନେରିଓ: ମିକ୍ସଡ ଡବଲ ଟେନିସ ପ୍ରତିଯୋଗିତାକୁ ଜିତି ନେଇଛନ୍ତି ଚେକ୍‌ ରିପବ୍ଲିକ୍‌ର ଲସି ହ୍ରାଡେକ୍‌କା ଓ ରାଡିକ୍‌ ଷ୍ଟେପାନିକ୍‌। ଏହି ବିଜୟ ସହ ଚେକ୍ ରିପବ୍ଲିକ୍‌ ଭାରତଠାରୁ ବ୍ରୋଞ୍ଜ ପଦକ ଛଡେଇ ନେଇଛନ୍ତି।  ଭାରତର ସାନିଆ ମିର୍ଜା ଓ ରୋହନ୍‌ ବୋପାନ୍ନା ଯୋଡିଙ୍କୁ ଏହି ଯୋଡି ୧-୬, ୫-୭ରେ ପରାସ୍ତ କରିଛନ୍ତି।

ମାତ୍ର ୧୧ ମିନିଟ୍‌ରେ ଶେଷ ହୋଇଥିଲା ଏହି ପ୍ରତିଯୋଗିତା। ଭାରତ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ଆଡକୁ ଚେକ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ମୁଖୀନ ହୋଇପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos