ରିଓ ଅଲିମ୍ପିକ୍‌: ସେମିଫାଇନାଲରେ ସାନିଆ-ବୋପାନ୍ନା

ରିଓ ଡି ଜେନେରିଓ: ଦୀର୍ଘ ୨୦ ବର୍ଷ ପରେ ଟେନିସ୍‌ରେ ଅଲିମ୍ପିକ୍‌ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି ସାନିଆ ମିର୍ଜା-ରୋହନ୍ ବୋପାନ୍ନା। ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ବ୍ରିଟେନ୍‌ର ଆଣ୍ଡି ମରେ ଓ ହେଦର ୱାଟସନ୍‌ଙ୍କୁ ୬-୪, ୬-୪ ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଏହି ଯୋଡି। ସେମିଫାଇନାଲରେ ଯଦି ଏହି ଯୋଡି ମ୍ୟାଚ୍‌ ଜିତିବେ ତେବେ ରୌପ୍ୟ ପଦକ ହାସଲ କରିବେ ନଚେତ୍‌ ବ୍ରୋଞ୍ଜ ପଦକ ପାଇ ଅଭିଯାନ ଶେଷ କରିବେ। ଭାରତର […]

sania-bopanna

sania-bopanna

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 05:03 PM IST

Sports

Latest News

ରିଓ ଡି ଜେନେରିଓ: ଦୀର୍ଘ ୨୦ ବର୍ଷ ପରେ ଟେନିସ୍‌ରେ ଅଲିମ୍ପିକ୍‌ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି ସାନିଆ ମିର୍ଜା-ରୋହନ୍ ବୋପାନ୍ନା। ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ବ୍ରିଟେନ୍‌ର ଆଣ୍ଡି ମରେ ଓ ହେଦର ୱାଟସନ୍‌ଙ୍କୁ ୬-୪, ୬-୪ ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଏହି ଯୋଡି।

ସେମିଫାଇନାଲରେ ଯଦି ଏହି ଯୋଡି ମ୍ୟାଚ୍‌ ଜିତିବେ ତେବେ ରୌପ୍ୟ ପଦକ ହାସଲ କରିବେ ନଚେତ୍‌ ବ୍ରୋଞ୍ଜ ପଦକ ପାଇ ଅଭିଯାନ ଶେଷ କରିବେ। ଭାରତର ସାନିଆ-ବୋପାନ୍ନା ଆମେରିକୀୟ ଯୋଡ଼ି ଭେନସ୍‌ ୱିଲିୟମ୍‌ ଓ ରାଜୀବ ରାମଙ୍କ ସହିତ ସେମିଫାଇନାଲ ମୁକାବିଲା ଖେଳିବେ।

୧୯୯୬ ମସିହା ଆଟ୍‌ଲାଣ୍ଟା ଅଲିମ୍ପିକ୍‌ରେ ଲିଆଣ୍ଡର ପେସ୍‌ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story