ସଞ୍ଜୁ ଖୋଲିଲେ ସ୍ପୋର୍ଟ୍ସ ଏକାଡେମୀ

ନୂଆଦିଲ୍ଲୀ: ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଚୁକ୍ତି କରିଥିବା ସଞ୍ଜୁ ସାମ୍‌ସନ ତିରୁଅନ୍ତପୁରମ୍‌ରେ ଏକ ସ୍ପୋର୍ଟ୍ସ ଏକାଡେମୀ ଖୋଲିଛନ୍ତି। ଏଠାରେ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ତାଲିମ ଦିଆଯିବ। ତିରୁଅନ୍ତପୁରମ୍‌ ଲୋକସଭା ସାଂସଦ ଶଶୀ ଥରୁର୍‌ ଏହି ସ୍ପୋର୍ଟ୍ସ ଏକାଡେମୀକୁ ଲୋକାର୍ପିତ କରିଛନ୍ତି। ଏନେଇ ସଞ୍ଜୁ କହିଛନ୍ତି-“ଏହି ସ୍ପୋର୍ଟ୍ସ ଏକାଡେମୀକୁ କେବଳ କ୍ରିକେଟ୍‌ରେ ସୀମିତ ରଖାଯିବ ନାହିଁ। ଏଠାରେ ପୁଟ୍‌ବଲ୍‌ ଖେଳାଳିଙ୍କୁ ମଧ୍ୟ ତାଲିମ ଦିଆଯିବ। ଏଥିପାଇଁ ସମଗ୍ର ରାଜ୍ୟରେ ଖେଳାଳି ଚୟନ କ୍ୟାମ୍ପ କରାଯିବ।” ସଞ୍ଜୁଙ୍କ […]

sanju samsom

sanju samsom

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 08:45 AM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଚୁକ୍ତି କରିଥିବା ସଞ୍ଜୁ ସାମ୍‌ସନ ତିରୁଅନ୍ତପୁରମ୍‌ରେ ଏକ ସ୍ପୋର୍ଟ୍ସ ଏକାଡେମୀ ଖୋଲିଛନ୍ତି। ଏଠାରେ କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ତାଲିମ ଦିଆଯିବ। ତିରୁଅନ୍ତପୁରମ୍‌ ଲୋକସଭା ସାଂସଦ ଶଶୀ ଥରୁର୍‌ ଏହି ସ୍ପୋର୍ଟ୍ସ ଏକାଡେମୀକୁ ଲୋକାର୍ପିତ କରିଛନ୍ତି।

ଏନେଇ ସଞ୍ଜୁ କହିଛନ୍ତି-“ଏହି ସ୍ପୋର୍ଟ୍ସ ଏକାଡେମୀକୁ କେବଳ କ୍ରିକେଟ୍‌ରେ ସୀମିତ ରଖାଯିବ ନାହିଁ। ଏଠାରେ ପୁଟ୍‌ବଲ୍‌ ଖେଳାଳିଙ୍କୁ ମଧ୍ୟ ତାଲିମ ଦିଆଯିବ। ଏଥିପାଇଁ ସମଗ୍ର ରାଜ୍ୟରେ ଖେଳାଳି ଚୟନ କ୍ୟାମ୍ପ କରାଯିବ।”

ସଞ୍ଜୁଙ୍କ ବାପା ଦିଲ୍ଲୀ ପୋଲିସ ଫୁଟ୍‌ବଲ୍‌ ଟିମ୍‌ରେ ଥିଲେ। ଏବେ ସେ ସ୍ପୋର୍ଟ୍ସ ଏକାଡେମୀର ସଂଯୋଜକ ଭାବେ କାର୍ଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story