ସାରପୋଭାଙ୍କ ଅନୁପସ୍ଥିତି ଟେନିସ୍‌ ଉପରେ ନକରାତ୍ମକ ପ୍ରଭାବ ପକାଇଛି: ଭେସ୍‌ନିନା

ମେସ୍କିକୋ: କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ମାରିଆ ସାରାପୋଭାଙ୍କ ଅନୁପସ୍ଥିତି ବିଶ୍ୱ ଟେନିସ୍‌ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ରୁଷିଆ ଅଲିମ୍ପିକ ଚାମ୍ପିଅନ ଏଲେନା ଭେସ୍‌ନିକା କହିଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷର ନିଲମ୍ବନ ହୋଇଥିବା ସାରାପୋଭାଙ୍କ ଆବେଦନର ଆଜି କୋର୍ଟ ଅଫ୍‌ ଆରବିଷ୍ଟ୍ରେସନ ଫର୍‌ ସ୍ପୋର୍ଟ (ସିଏଏସ୍‌)ର ଶୁଣାଣି ପରେ ଭେସ୍‌ନିନା ଏହା କହିଛନ୍ତି। ସିଏଏସ୍‌ ସାରାପୋଭାଙ୍କ ମାମଲାର ଶୁଣାଣି କରି ୨ ବର୍ଷ ନିଲମ୍ବନ ଅବଧିକୁ ୧୫ ମାସ୍‌କୁ କମାଇ ଦେଇଛନ୍ତି। […]

elena_vesnina

elena_vesnina

Rakesh Mallick
  • Published: Wednesday, 05 October 2016
  • Updated: 05 October 2016, 07:43 PM IST

Sports

Latest News

ମେସ୍କିକୋ: କୌଣସି ବଡ଼ ଟୁର୍ଣ୍ଣାମେଣ୍ଟରେ ମାରିଆ ସାରାପୋଭାଙ୍କ ଅନୁପସ୍ଥିତି ବିଶ୍ୱ ଟେନିସ୍‌ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ରୁଷିଆ ଅଲିମ୍ପିକ ଚାମ୍ପିଅନ ଏଲେନା ଭେସ୍‌ନିକା କହିଛନ୍ତି। ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୨ ବର୍ଷର ନିଲମ୍ବନ ହୋଇଥିବା ସାରାପୋଭାଙ୍କ ଆବେଦନର ଆଜି କୋର୍ଟ ଅଫ୍‌ ଆରବିଷ୍ଟ୍ରେସନ ଫର୍‌ ସ୍ପୋର୍ଟ (ସିଏଏସ୍‌)ର ଶୁଣାଣି ପରେ ଭେସ୍‌ନିନା ଏହା କହିଛନ୍ତି। ସିଏଏସ୍‌ ସାରାପୋଭାଙ୍କ ମାମଲାର ଶୁଣାଣି କରି ୨ ବର୍ଷ ନିଲମ୍ବନ ଅବଧିକୁ ୧୫ ମାସ୍‌କୁ କମାଇ ଦେଇଛନ୍ତି।

ସିଏଏସ୍‌ର ଶୁଣାଣି ପରେ ସାରାପୋଭା ଆସନ୍ତା ଏପ୍ରିଲ ୨୬ରୁ ପୁଣି କୋର୍ଟକୁ ଫେରିବା ନିଶ୍ଚିତ ହୋଇଯାଇଛି। ସାରାଙ୍କ ନିଲମ୍ବନ ଅବଧି କମାଯିବା ଏକ ଭଲ ଖବର ବୋଲି ଭେସ୍‌ନିନା କହିଛନ୍ତି। ସେ ଆହୁରି କହିଛନ୍ତି,“ଆମେ ମାନୁଛୁ ସେ ନିୟମର ଉଲ୍ଲଂଘନ କରିଛନ୍ତି। ହେଲେ ଏଥିପାଇଁ ତାଙ୍କ ଉପରେ ୨ ବର୍ଷର ନିଲମ୍ବନ ଲଗାଯିବା ଏକ କଠୋର ନିଷ୍ପତ୍ତି ଥିଲା।”

ଏହି ନିଲମ୍ବନ ଯୋଗୁଁ ବିଶ୍ୱ ମାନ୍ୟତାର ପୂର୍ବତନ ଏକ ନମ୍ବର ଖେଳାଳି ସାରାପୋଭା ୨୦୧୬ ରିଓ ଅଲିମ୍ପିକରେ ଅଂଶଗ୍ରହଣ କରିପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story