ସର୍ଫରାଜଙ୍କ ଜଲୱା ଜାରି, ପୁଣି ହାସଲ କଲେ ଶତକ

ମୁମ୍ବାଇ: ରଣଜୀ ଟ୍ରଫିରେ ଯୁବ ତାରକା ସର୍ଫରାଜ ଖାନଙ୍କ ଜଲୱା ଜାରି ରହିଛି। ମୁମ୍ବାଇର ଏହି ବ୍ୟାଟସମ୍ୟାନ ଜଣଙ୍କ ଶତକ ପରେ ଶତକ ହାସଲ କରିଚାଲିଛନ୍ତି। ଆଜି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଦିନରେ ସର୍ଫରାଜ ୧୩୭ ବଲରେ ଶତକ ହାସଲ କରିଛନ୍ତି। ଶତକ ପରେ ସେ ଅଟକ ନଥିଲେ। ମଧ୍ୟପ୍ରଦେଶର ବୋଲରମାନଙ୍କୁ କାଉଣ୍ଟର ଆଟାକ କରି ୧୭୮ ବଲରେ ନିଜର ୧୫୦ ରନ ହାସଲ କରିଥିଲେ। ବୁଧବାର ସର୍ଫରାଜ ମୁମ୍ବାଇ ୭୨/୩ ଥିବା ବେଳେ ବ୍ୟାଟିଂ […]

sa

sa

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 06:27 PM IST

Sports

Latest News

ମୁମ୍ବାଇ: ରଣଜୀ ଟ୍ରଫିରେ ଯୁବ ତାରକା ସର୍ଫରାଜ ଖାନଙ୍କ ଜଲୱା ଜାରି ରହିଛି। ମୁମ୍ବାଇର ଏହି ବ୍ୟାଟସମ୍ୟାନ ଜଣଙ୍କ ଶତକ ପରେ ଶତକ ହାସଲ କରିଚାଲିଛନ୍ତି। ଆଜି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଦିନରେ ସର୍ଫରାଜ ୧୩୭ ବଲରେ ଶତକ ହାସଲ କରିଛନ୍ତି। ଶତକ ପରେ ସେ ଅଟକ ନଥିଲେ। ମଧ୍ୟପ୍ରଦେଶର ବୋଲରମାନଙ୍କୁ କାଉଣ୍ଟର ଆଟାକ କରି ୧୭୮ ବଲରେ ନିଜର ୧୫୦ ରନ ହାସଲ କରିଥିଲେ।

ବୁଧବାର ସର୍ଫରାଜ ମୁମ୍ବାଇ ୭୨/୩ ଥିବା ବେଳେ ବ୍ୟାଟିଂ କରିବାକୁ ଆସିଥିଲେ। ଏହାପରେ ସେ ଚମତ୍କାର ଶଟମାନ ଖେଳି ମଧ୍ୟପ୍ରଦେଶର ବୋଲରମାନଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ସେ ୨୧ଟି ଚୌକା ଓ ୩ଟି ଛକା ସହାୟତାରେ ୧୬୯ ରନ୍‌ କରି ଅପରାଜିତ ରହିଛନ୍ତି। ଏଥିସହ ସେ ଓପନର ତଥା ମ୍ୟାଚ୍‌ର ଅନ୍ୟତମ ଶତକଧାରୀ ଏ ଗୋମେଲ(୧୨୨)ଙ୍କ ସହ ମିଶ ୨୭୫ ରନ୍‌ର ଭାଗିଦାରୀ କରିଥିଲେ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ମୁମ୍ବାଇ ୪ ୱିକେଟ ହରାଇ ୩୫୨ ରନ୍‌ କରିଛି।

ଆଜିର ଶତକ ପରେ ସର୍ଫରାଜ ଗୋଟିଏ ରଣଜୀ ଋତୁରେ ୯୦୦ରୁ ଅଧିକ ରନ ସଂଗ୍ରହ କରିସାରିଲେଣି। ଏହି ମ୍ୟାଚ୍‌ ପୂର୍ବରୁ ସର୍ଫରାଜ ୭ଟି ଇନିଂସ୍‌ରେ ୭୪୫ ରନ୍‌ କରି ୨୦୧୯-୨୦ ଋତୁରେ ସର୍ବାଧିକ ରନ ସଂଗ୍ରହକାରୀଙ୍କ ତାଲିକାର ୪ର୍ଥ ସ୍ଥାନରେ ଥିଲେ। ଏହି ତାଲିକାରେ ୧୫ଟି ଇନିଂସ୍‌ରେ ୧୨୯୫ ରନ କରି ଅରୁଣାଚଳ ପ୍ରଦେଶର ରାହୁଲ ଦଲାଲ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ସର୍ଫରାଜ ୨୦୧୮ରେ ମୁମ୍ବାଇ ଟିମ୍‌କୁ କମବ୍ୟାକ କରିଥିଲେ। ଏହାପୂର୍ବରୁ ସେ ୩ଟି ରଣଜୀ ଋତୁରେ ଉତ୍ତର ପ୍ରଦେଶକୁ ପ୍ରତିନିଧିତ୍ୱ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story