କ୍ୟାରିୟରର ଶ୍ରେଷ୍ଠ ରାଙ୍କରେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ନୂଆଦିଲ୍ଲୀ: ବିଶ୍ୱର ବଡ଼ବଡ଼ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ସୃଷ୍ଟି କରିଥିବା ଭାରତର ଷ୍ଟାର ଶଟଲର ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି ଏବେ ସେମାନଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କରେ ପହଞ୍ଚି ଯାଇଛନ୍ତି। ଏହି ଭାରତୀୟ ଯୋଡ଼ି ଏବେ ପୁରୁଷ ଡବଲ୍ସ ରାଙ୍କର ୭ ନଂ ସ୍ଥାନରେ ରହିଛନ୍ତି। ପୂର୍ବରୁ ଏମାନେ ବିଡବ୍ଲ୍ୟୁଏଫ୍‌ ରାଙ୍କିଙ୍ଗର ୯ମ ସ୍ଥାନରେ ଥିଲେ। ହେଲେ ଚାଇନା ଓପନର ସେମିଫାଇନାଲରେ ଲଢ଼େଇ କରି ହାରିବା ପରେ ସାତ୍ତ୍ୱିକ-ଚିରାଗଙ୍କ ରାଙ୍କରେ ଉନ୍ନତି ଘଟିଛି। ଏବେ […]

i

i

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱର ବଡ଼ବଡ଼ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ନିଜର ଦବଦବା ସୃଷ୍ଟି କରିଥିବା ଭାରତର ଷ୍ଟାର ଶଟଲର ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ି ଏବେ ସେମାନଙ୍କ କ୍ୟାରିୟରର ଶ୍ରେଷ୍ଠ ରାଙ୍କରେ ପହଞ୍ଚି ଯାଇଛନ୍ତି। ଏହି ଭାରତୀୟ ଯୋଡ଼ି ଏବେ ପୁରୁଷ ଡବଲ୍ସ ରାଙ୍କର ୭ ନଂ ସ୍ଥାନରେ ରହିଛନ୍ତି।

ପୂର୍ବରୁ ଏମାନେ ବିଡବ୍ଲ୍ୟୁଏଫ୍‌ ରାଙ୍କିଙ୍ଗର ୯ମ ସ୍ଥାନରେ ଥିଲେ। ହେଲେ ଚାଇନା ଓପନର ସେମିଫାଇନାଲରେ ଲଢ଼େଇ କରି ହାରିବା ପରେ ସାତ୍ତ୍ୱିକ-ଚିରାଗଙ୍କ ରାଙ୍କରେ ଉନ୍ନତି ଘଟିଛି। ଏବେ ସାତ୍ତ୍ୱିକ-ଚିରାଗ ପ୍ରଥମ ଭାରତୀୟ ପୁରୁଷ ଯୋଡ଼ି ଭାବେ ବିଡବ୍ଲ୍ୟୁଏଫ୍‌ ରାଙ୍କିଙ୍ଗର ଟପ୍‌ ୧୦ରେ ନିଜର ସ୍ଥାନ ପକ୍କା କରିବାକୁ ସକ୍ଷମ ହୋଇଛନ୍ତି।

ପୂର୍ବରୁ ମହିଳା ବର୍ଗରେ ଜ୍ୱାଲା ଗୁଟ୍ଟା-ଭାଲିୟାଭୀତିଲ ଦିଜୁଙ୍କ ଯୋଡ଼ି ଓ ଗୁଟ୍ଟା-ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡ଼ି ଟପ୍‌ ୧୦ରେ ନିଜର ସ୍ଥାନ ପକ୍କା କରିପାରିଥିଲେ।

ଅନ୍ୟପକ୍ଷରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ସାଇ ପ୍ରଣୀତ ମଧ୍ୟ ନିଜ କ୍ୟାରିୟରର ଶ୍ରେଷ୍ଠ ରାଙ୍କରେ ପହଞ୍ଚି ଯାଇଛନ୍ତି। ପୁରୁଷ ଏକକ ବର୍ଗର ରାଙ୍କିଙ୍ଗରେ ପ୍ରଥମଥର ପାଇଁ ପ୍ରଣୀତ ଟପ୍‌ ଟେନ୍‌ରେ ପ୍ରବେଶ କରିଛନ୍ତି। ପୂର୍ବରୁ ୧୧ ନଂରେ ଥିବା ପ୍ରଣୀତ ଏବେ ୧୦ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ପୁରୁଷ ଏକକ ବର୍ଗର ଶ୍ରେଷ୍ଠ ୧୦ରେ ପହଞ୍ଚିବା କ୍ଷେତ୍ରରେ ପ୍ରଣୀତ ୭ମ ଭାରତୀୟ ହେବାର ରେକର୍ଡ କରିଛନ୍ତି।

ପ୍ରଣୀତଙ୍କ ପୂର୍ବରୁ ବିଡବ୍ଲ୍ୟୁଏଫ୍‌ ରାଙ୍କିଙ୍ଗର ଟପ୍‌ ଟେନ୍‌ରେ ଭାରତର ପ୍ରକାଶ ପାଦୁକୋନ, ପୁଲେଲା ଗୋପିଚାନ୍ଦ, ଚେତନ ଆନନ୍ଦ, ପାରୁପଲ୍ଲୀ କଶ୍ୟପ, କାଦମ୍ବୀ ଶ୍ରୀକାନ୍ତ ଓ ଏଚ୍‌ଏସ୍‌ ପ୍ରଣୟ ସ୍ଥାନ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story