ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ

ନାଗପୁର: ଆଜିଠୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ନାଗପୁରରେ ମୁହାଁମୁହିଁ ହେବେ ଉଭୟ ଦଳ। ପ୍ରଥମ ଟେଷ୍ଟ ମ୍ୟାଚରେ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲା ଶ୍ରୀଲଙ୍କା। କିନ୍ତୁ ଏଥର ଟିମ୍ ଇଣ୍ଡିଆ କୌଣସି ସୁଯୋଗ ନ ଦେଇ ମ୍ୟାଚ୍ ବିଜୟୀ ହେବା ସହ ସିରିଜରେ ଆଗୁଆ ରହିବାକୁ ଉଦ୍ୟମ କରିବ। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି।  ବ୍ୟକ୍ତିଗତ କାରଣରୁ ଅପନର୍‌ ଶିଖର ଧାଓ୍ୱନ ଓ ଫାଷ୍ଟ ବୋଲର୍‌ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।  ଧାଓ୍ୱନଙ୍କ […]

INDIA

INDIA

Rakesh Mallick
  • Published: Friday, 24 November 2017
  • Updated: 24 November 2017, 08:20 AM IST

Sports

Latest News

ନାଗପୁର: ଆଜିଠୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ନାଗପୁରରେ ମୁହାଁମୁହିଁ ହେବେ ଉଭୟ ଦଳ। ପ୍ରଥମ ଟେଷ୍ଟ ମ୍ୟାଚରେ ଅଳ୍ପକେ ପରାଜୟରୁ ବର୍ତ୍ତିଥିଲା ଶ୍ରୀଲଙ୍କା। କିନ୍ତୁ ଏଥର ଟିମ୍ ଇଣ୍ଡିଆ କୌଣସି ସୁଯୋଗ ନ ଦେଇ ମ୍ୟାଚ୍ ବିଜୟୀ ହେବା ସହ ସିରିଜରେ ଆଗୁଆ ରହିବାକୁ ଉଦ୍ୟମ କରିବ।

ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି।  ବ୍ୟକ୍ତିଗତ କାରଣରୁ ଅପନର୍‌ ଶିଖର ଧାଓ୍ୱନ ଓ ଫାଷ୍ଟ ବୋଲର୍‌ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି।  ଧାଓ୍ୱନଙ୍କ ସ୍ଥାନ ନେବେ ମୁରଲୀ ବିଜୟ। ସେ ରାହୁଲଙ୍କ ସହ ଓପନିଂ କରିବେ। ସେହିପରି ଭୁବନେଶ୍ୱରଙ୍କ ସ୍ଥାନ ନେବେ ତାମିଲନାଡୁ ଅଲରାଉଣ୍ଡର ବିଜୟ ଶଙ୍କର।

ନାଗପୁର ପିଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୫ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ପରେ ଏହି ପିଚକୁ ନେଇ ପ୍ରଶ୍ନ ଉଠିଥିଲା। ଆଇସିସି ଏହାକୁ ଅତ୍ୟନ୍ତ ଦୁର୍ବଳ ମାନର ପିଚ୍‌ର ଆଖ୍ୟା ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story