ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ୧୯ରେ ଟିମ୍ ଇଣ୍ଡିଆ ଘୋଷଣା

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା ଆସନ୍ତା ୧୯ ତାରିଖରେ ହେବ। କିନ୍ତୁ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଶା କରାଯାଉଛି ଯେ, ୩୮ ବର୍ଷୀୟ ଧୋନି ଆଗାମୀ ଦିନ ଗୁଡ଼ିକରେ ଅବସର ଘୋଷଣା କରିପାରନ୍ତି। ପ୍ରଶାସନିକ କମିଟି ସହ […]

team india

team india

Hemant Lenka
  • Published: Monday, 15 July 2019
  • Updated: 15 July 2019, 06:25 PM IST

Sports

Latest News

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା ଆସନ୍ତା ୧୯ ତାରିଖରେ ହେବ। କିନ୍ତୁ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବାକୁଥିବା ସୀମିତ ଓଭର ସିରିଜ୍ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଶା କରାଯାଉଛି ଯେ, ୩୮ ବର୍ଷୀୟ ଧୋନି ଆଗାମୀ ଦିନ ଗୁଡ଼ିକରେ ଅବସର ଘୋଷଣା କରିପାରନ୍ତି।

ପ୍ରଶାସନିକ କମିଟି ସହ ସାକ୍ଷାତ କରିବା ପରେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ଚୟନକର୍ତ୍ତା ୧୯ ତାରିଖରେ ମୁମ୍ବାଇରେ ବୈଠକ କରିବେ । ଆମେ ଏପର୍ଯ୍ୟନ୍ତ ଧୋନିଙ୍କଠାରୁ କିଛି ବି ଶୁଣିବାକୁ ପାଇନାହୁଁ। କିନ୍ତୁ ଖେଳାଳି ଓ ଚୟନକର୍ତ୍ତାଙ୍କ ମଧ୍ୟରେ କ'ଣ କଥାବାର୍ତ୍ତା ହେଉଛି, ତାହା ପ୍ରାସଙ୍ଗିକ। ଯଦି ମୋତେ ପଚରାଯାଏ, ତାହେଲେ ମୁଁ କହିବି ଧୋନି ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ। କେବଳ ଧୋନି ହିଁ ନିଜ ଅବସର ସମ୍ବନ୍ଧରେ କିଛି କହିପାରିବେ।"

ଅଧିନାୟକ ବିରାଟ କୋହଲି ଓ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ସୀମିତ ଓଭର ସିରିଜ୍ ପାଇଁ ବିଶ୍ରାମ ଦିଆଯିବାର ସମ୍ଭାବନା ଅଛି। ତେବେ ଦୁହେଁ ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ପାଇଁ ଟିମକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ପାଞ୍ଚଦିନିଆ ମ୍ୟାଚ୍ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପର ଅଂଶବିଶେଷ। ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଉପସ୍ଥିତି ସମ୍ବନ୍ଧରେ କିଛି ସୂଚନା ମିଳିନାହିଁ, ଯିଏ ଅଙ୍ଗୁଳିରେ ଆଘାତ କାରଣରୁ ବିଶ୍ୱକପ୍ ପରଠାରୁ ବାହାରେ ଅଛନ୍ତି।

ବିଶ୍ୱକପରେ ଭାରତର ପରାଜୟ ପରେ ସିଓଏର ଏହା ପ୍ରଥମ ବୈଠକ ଥିଲା, କିନ୍ତୁ ବିନୋଦ ରାୟଙ୍କ ଅଧ୍ୟକ୍ଷତା ବିଶିଷ୍ଟ କମିଟି ଟିମର ପ୍ରଦର୍ଶନ ଉପରେ କିଛି ବି ଚର୍ଚ୍ଚା କରିନାହିଁ। ତେବେ ତିନି ସଦସ୍ୟତା ବିଶିଷ୍ଟ ପ୍ୟାନେଲ୍ ଏବଂ ଭିଡିଓ କନଫରେନ୍ସ ଦ୍ୱାରା ସିଇଓ ରାହୁଲ ଜୋହରିଙ୍କ ସହ ଆଲେଚନା କରିଥିଲେ। ଜୋହରି ବର୍ତ୍ତମାନ ଆଇସିସିର ବୈଠକ ପାଇଁ ଲଣ୍ଡନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story