ଅଷ୍ଟ୍ରେଲିଆନ୍ ଓପନ୍‌: ପଞ୍ଚମ ଦିନରେ ଡବଲ୍ ବିପର୍ଯ୍ୟୟ

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ପଞ୍ଚମ ଦିବସରେ ଦୁଇଟି ବଡ଼ ବିପର୍ଯ୍ୟୟ ଘଟିଛି। ଆମେରିକାର ଅଭିଜ୍ଞ ଟେନିସ୍ ତାରକା ସେରେନା ୱିଲିୟମ୍ସ ଏବଂ ଡିଫେଣ୍ଡିଂ ଚାମ୍ପିୟନ୍ ନାଓମି ଓସାକା ତୃତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଅଷ୍ଟମ ସିଡ୍ ସେରେନା ଚଳିତ ଓପନରେ ଚୀନର କିଆଙ୍ଗ ୱାଙ୍ଗଙ୍କଠାରୁ ହାରିଥିବା ବେଳେ ୧୫ ବର୍ଷୀୟା ଯୁବତୀ କୋକୋ ଗୌଫ୍ ଜାପାନର ଷ୍ଟାର୍ ଖେଳାଳି ଓସାକାଙ୍କୁ ହରାଇ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ଏହି […]

serena

serena

Ranjit Kumar Jena
  • Published: Friday, 24 January 2020
  • Updated: 24 January 2020, 08:43 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନର ପଞ୍ଚମ ଦିବସରେ ଦୁଇଟି ବଡ଼ ବିପର୍ଯ୍ୟୟ ଘଟିଛି। ଆମେରିକାର ଅଭିଜ୍ଞ ଟେନିସ୍ ତାରକା ସେରେନା ୱିଲିୟମ୍ସ ଏବଂ ଡିଫେଣ୍ଡିଂ ଚାମ୍ପିୟନ୍ ନାଓମି ଓସାକା ତୃତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଅଷ୍ଟମ ସିଡ୍ ସେରେନା ଚଳିତ ଓପନରେ ଚୀନର କିଆଙ୍ଗ ୱାଙ୍ଗଙ୍କଠାରୁ ହାରିଥିବା ବେଳେ ୧୫ ବର୍ଷୀୟା ଯୁବତୀ କୋକୋ ଗୌଫ୍ ଜାପାନର ଷ୍ଟାର୍ ଖେଳାଳି ଓସାକାଙ୍କୁ ହରାଇ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି।

ଏହି ପରାଜୟ ସହ ସେରେନାଙ୍କର ୨୪ତମ ଗ୍ରାଣ୍ଡସ୍ଲାମ୍ ଜିତିବାର ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଛି। ସେରେନାଙ୍କୁ ୱାଙ୍ଗ ୬-୪, ୬-୭ (୨/୭), ୭-୫ ସେଟରେ ପରାସ୍ତ କରିଛନ୍ତି । ସେରେନା ଏଠାରେ ସାତଥର ଏଠାରେ ଟାଇଟଲ୍ ଜିତି ସାରିଛନ୍ତି, କିନ୍ତୁ ୨୦୦୬ରେ ପରେ ସେ ପ୍ରଥମଥର ପ୍ରାରମ୍ଭିକ ରାଉଣ୍ଡରୁ ବିଦାୟ ନେଇଛନ୍ତି। ପ୍ରଥମଥର ଅଷ୍ଟ୍ରେଲିଆନ୍ ଓପନ୍ ଖେଳୁଥିବା କୋକୋ ତୃତୀୟ ରାଉଣ୍ଡରେ ଜାପାନର ତୃତୀୟ ସିଡ୍ ଓସାକାଙ୍କୁ ୬-୩, ୬-୪ ସେଟରେ ହରାଇଛନ୍ତି।

ଏହି ବିଜୟ ସହ କୋକୋ ୟୁଏସ୍ ଓପନରେ ଏହି ଖେଳାଳିଙ୍କଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଏହି ସର୍ବକନିଷ୍ଠ ଖେଳାଳି ପରବର୍ତ୍ତୀ ରାଉଣ୍ଡରେ ୧୪ତମ ସିଡ୍ ଆମେରିକାର ସୋଫିଆ କେନିନ ଏବଂ ଚୀନର ଝାଙ୍ଗ ଶୁଆଇଙ୍କ ମଧ୍ୟରେ ହେବାକୁଥିବା ମୁକାବିଲାର ସହ ବିଜେତାଙ୍କୁ ଭେଟିବେ। ଅନ୍ୟ ମହିଳା ମୁକାବିଲା ଗୁଡ଼ିକରେ ଡେନମାର୍କର କାରୋଲିନା ୱଜନିଆକି ତୃତୀୟ ରାଉଣ୍ଡରେ ପରାଜୟ ସହ ଟେନିସକୁ ଅଲବିଦା କହିଛନ୍ତି।

ୱଜନିଆକି ଡିସେମ୍ବରରେ ସ୍ପଷ୍ଟ କରିଥିଲେ ସେ ଏହା ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ। ତାଙ୍କୁ ଟ୍ୟୁନିସିଆର ଓନ୍ସ ୭-୫, ୩-୬, ୭-୫ ସେଟରେ ପରାସ୍ତ କରିଛନ୍ତି। ଏହା ସହ ୱଜନିଆକିଙ୍କ ସ୍ୱର୍ଣ୍ଣିମ କ୍ୟାରିୟରର ଅନ୍ତ ହୋଇଛି। ୱଜନିଆକି ନିଜ କ୍ୟାରିୟରରେ ୩୦ ଡବ୍ଲ୍ୟୁଟିଏ ଟାଇଟଲ୍ ଜିତିଛନ୍ତି। ସେ ୨୦୧୮ରେ ଏକମାତ୍ର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଭାବେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story