ପୁଣି ଶେଫାଳୀ ଚମକ, ୧୦ ୱିକେଟରେ ଜିତିଲା ଭାରତୀୟ ମହିଳା ଟିମ୍‌

ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍‌ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍‌ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି। ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]

q

q

Hemant Lenka
  • Published: Monday, 11 November 2019
  • Updated: 11 November 2019, 04:05 PM IST

ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍‌ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍‌ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍‌ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି।

ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୦୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଟିମ୍‌ ୧୦.୪ ଓଭରରେ ବିନା କୌଣସି ୱିକେଟ୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିନେଇଛି। ଶେଫାଳୀ ମାତ୍ର ୩୫ଟି ବଲରେ ୬୯ ଓ ସ୍ମୃତି ମନ୍ଧାନା ୩୦ ରନ୍‌ କରି ଶେଷ ଯାଏ ଅପରାଜିତ ଥିଲେ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଥିବା ଶେଫାଳୀ ଦ୍ୱିତୀୟ ମ୍ୟାଚ୍‌ରେ ୧୦ଟି ଚୌକା ଓ ୨ଟି ଛକା ଜରିଆରେ ୬୯ ରନ୍‌ର ଇନିଂସ ଖେଳିଛନ୍ତି।

ଏହାପୂର୍ବରୁ ଭାରତୀୟ ମହିଳା ଟିମ୍‌ର ବୋଲରମାନେ ମଧ୍ୟ ଜବରଦସ୍ତ ବୋଲିଂ କରିଥିଲେ। ବିଶେଷ କରି ଦୀପ୍ତି ଶର୍ମା ମାତ୍ର ୧୦ ରନ୍‌ ଦେଇ ୪ଟି ୱିକେଟ୍‌ ଦଖଲ କରିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଇଣ୍ଡିଜ୍‌ ମହିଳା ଟିମର ଓପନର ଏଚ୍‌ ମାଥ୍ୟୁସ ୨୪, ମଧ୍ୟକ୍ରମ ବ୍ୟାଟସମ୍ୟାନ ଚେଦେନ ନେସନ ୩୨ ଓ ନତାଶା ମ୍ୟାକଲେନ ୧୭ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଭାରତ ପକ୍ଷରୁ ଦୀପ୍ତି ୪ଟି ୱିକେଟ୍‌ ନେଇଥିବା ବେଳେ ରାଧା ଯାଦବ, ଶିକ୍ଷା ପାଣ୍ଡେ ଓ ପୂଜା ଗୋଟିଏ ଲେଖାଲ ୱିକେଟ ଦଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story