ବ୍ୟାନ୍‌ ପରେ ହଠାତ୍‌ ଟି-୨୦ ରାଙ୍କିଙ୍ଗ ତାଲିକାରୁ ଉଭାନ ହୋଇଗଲେ ସାକିବ

ଦୁବାଇ: ଆଜି ଆଇସିସି ରିଲିଜ୍‌ କରିଥିବା ଟି-୨୦ ରାଙ୍କିଙ୍ଗର ସଦ୍ୟତମ ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ମାସରେ ଟି-୨୦ ଅଲରାଉଣ୍ଡ ତାଲିକାର ୨ ନଂ ସ୍ଥାନରେ ଥିବା ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ହଠାତ୍‌ ପୂରା ରାଙ୍କିଙ୍ଗ ସୂଚୀରୁ ଗାଏବ ହୋଇଯାଇଛନ୍ତି। ବୁକିମାନେ ତାଙ୍କୁ ଫିକ୍ସଂ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସେ ଏକଥା ଆଇସିସିକୁ ଜଣାଇ ନଥିଲେ। ଏଥିପାଇଁ ତାଙ୍କୁ ଆଇସିସି ୨ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରିଛି। ହେଲେ ପ୍ରତିବନ୍ଧକ […]

qws

qws

Hemant Lenka
  • Published: Monday, 11 November 2019
  • Updated: 11 November 2019, 09:53 PM IST

Sports

Latest News

ଦୁବାଇ: ଆଜି ଆଇସିସି ରିଲିଜ୍‌ କରିଥିବା ଟି-୨୦ ରାଙ୍କିଙ୍ଗର ସଦ୍ୟତମ ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ମାସରେ ଟି-୨୦ ଅଲରାଉଣ୍ଡ ତାଲିକାର ୨ ନଂ ସ୍ଥାନରେ ଥିବା ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ହଠାତ୍‌ ପୂରା ରାଙ୍କିଙ୍ଗ ସୂଚୀରୁ ଗାଏବ ହୋଇଯାଇଛନ୍ତି। ବୁକିମାନେ ତାଙ୍କୁ ଫିକ୍ସଂ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ସେ ଏକଥା ଆଇସିସିକୁ ଜଣାଇ ନଥିଲେ। ଏଥିପାଇଁ ତାଙ୍କୁ ଆଇସିସି ୨ ବର୍ଷ ପାଇଁ କ୍ରିକେଟରୁ ବ୍ୟାନ କରିଛି।

ହେଲେ ପ୍ରତିବନ୍ଧକ ଲାଗିବା ସତ୍ତ୍ୱେ ଜଣେ ଖେଳାଳିଙ୍କ ପୂର୍ବ ପ୍ରଦର୍ଶନ ଅନୁଯାୟୀ, ସେ ରାଙ୍କିଙ୍ଗ ତାଲିକାରେ ରହିବେ। ହେଲେ ସାକିବଙ୍କୁ ଆଇସିସି ଟି-୨୦ ରାଙ୍କିଙ୍ଗରୁ ସଂପୂର୍ଣ୍ଣ ଭାବେ ହଠାଇ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ବଳ ବିକୃତ ଘଟଣାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ଡାଭିଡ୍‌ ୱାର୍ଣ୍ଣର ବର୍ଷେ ଲେଖାଏ ବ୍ୟାନ୍‌ ହୋଇଥିଲେ।

ହେଲେ ସେମାନଙ୍କ ପୂର୍ବ ଖେଳର ପ୍ରଦର୍ଶନ ଅନୁଯାୟୀ ଉଭୟଙ୍କୁ ଆଇସିସି କ୍ରମାଗତ ଭାବେ ରାଙ୍କିଙ୍ଗ ସୂଚୀରେ ରଖୁଥିଲା। ହେଲେ ସାକିବଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି।

ଗତମାସରେ ରଲିଜ୍‌ ହୋଇଥିବା ଆଇସିସି ରାଙ୍କିଙ୍ଗ ଅନୁଯାୟୀ, ସାକିବ ଅଲରାଉଣ୍ଡ ତାଲିକାର ୨ ନଂ ସ୍ଥାନରେ ଥିବା ବେଳେ ବୋଲିଂ ରାଙ୍କର ୯ନଂ ଓ ବ୍ୟାଟିଂ ରାଙ୍କିଙ୍ଗର ୩୨ତମ ସ୍ଥାନରେ ଥିଲେ। ହେଲେ ଗତକାଲି ଭାରତ ଓ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ ପରେ ଆଜି ଆଇସିସି ପ୍ରକାଶ କରିଥିବା ନୂତନ ରାଙ୍କିଙ୍ଗ ତାଲିକାରେ ସାକିବଙ୍କ ନାଁ ନାହିଁ।

ତେବେ ସବୁଠାରୁ ମଜାକଥା ହେଉଛି, ଟେଷ୍ଟ ରାଙ୍ଗିର ଅଲରାଉଣ୍ଡ ତାଲିକାରେ ଏବେ ବି ଆଇସିସି ସାକିବଙ୍କୁ ତୃତୀୟ ସ୍ଥାନରେ ରଖିଥିବା ବେଳେ ଦିନିକିଆ ରାଙ୍କଙ୍ଗର ଏକ ନମ୍ବର ସ୍ଥାନରେ ରଖିଛି।

ସାକିବଙ୍କ ଅନୁପସ୍ଥିତିରେ ଆଫଗାନିସ୍ତାନର ମହମ୍ମଦ ନାବି ଅଲରାଉଣ୍ଡର ରାଙ୍କର ପ୍ରଥମ ସ୍ଥାନରେ ଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୨ ସ୍ଥାନରେ ରହିଛନ୍ତି। ବାଂଲାଦେଶର ଅଧିନାୟକ ମହମ୍ମଦୁଲ୍ଲା ରିୟାଦ ଅଲରାଉଣ୍ଡର ରାଙ୍କର ୪ର୍ଥ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story