କ୍ରିକେଟରୁ ବ୍ୟାନ୍‌ ପରେ ଫୁଟବଲ ଖେଳିଲେ ସାକିବ

ଢାକା: କ୍ରିକେଟରୁ ୨ ବର୍ଷ ପାଇଁ ବ୍ୟାନ ହୋଇଥିବା ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଏବେ ଫୁଟବଲ ଖେଳିବା ଆରମ୍ଭ କରିଛନ୍ତି। ତାଙ୍କୁ ବୁକିମାନେ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ସେ ଏକଥା ଆଇସିସିକୁ ନିୟମ ଅନୁଯାୟୀ ଜଣାଇ ନଥିବାରୁ ଦଣ୍ଡ ସ୍ୱରୂପ ତାଙ୍କୁ କ୍ରିକେଟରୁ ବ୍ୟାନ କରାଯାଇଛି। ଏହି କାରଣରୁ କ୍ରିକେଟ ପଡ଼ିଆରୁ ଦୂରରେ ଥିବା ସାକିବଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିଛି। ସାକିବ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଆର୍ମି […]

xc

xc

Hemant Lenka
  • Published: Saturday, 09 November 2019
  • Updated: 09 November 2019, 06:24 PM IST

Sports

Latest News

ଢାକା: କ୍ରିକେଟରୁ ୨ ବର୍ଷ ପାଇଁ ବ୍ୟାନ ହୋଇଥିବା ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ଏବେ ଫୁଟବଲ ଖେଳିବା ଆରମ୍ଭ କରିଛନ୍ତି। ତାଙ୍କୁ ବୁକିମାନେ ବାରମ୍ବାର ଯୋଗାଯୋଗ କରିଥିଲେ ହେଁ ସେ ଏକଥା ଆଇସିସିକୁ ନିୟମ ଅନୁଯାୟୀ ଜଣାଇ ନଥିବାରୁ ଦଣ୍ଡ ସ୍ୱରୂପ ତାଙ୍କୁ କ୍ରିକେଟରୁ ବ୍ୟାନ କରାଯାଇଛି। ଏହି କାରଣରୁ କ୍ରିକେଟ ପଡ଼ିଆରୁ ଦୂରରେ ଥିବା ସାକିବଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିଛି।

ସାକିବ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଆର୍ମି ଷ୍ଟାଡିୟମରେ ଫୋଟୟ ହାଗ୍ସ ପକ୍ଷରୁ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି। ଫୋଟୟ ହାଗ୍ସର ମ୍ୟାଚ୍‌ କୋରିଆନ ଏକ୍ସପାଟ୍‌ ଟିମ୍‌ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ସାକିବ ପ୍ରତିନିଧି କରୁଥିବା ଦଳ ୩-୨ରେ ବାଜିମାତ କରିଛି।

ସାକିବଙ୍କ ସହ ଫୋଟୟ ହାଗ୍ସ ଟିମ୍‌ରେ ଥିବା ଅନ୍ୟତମ ସଦସ୍ୟ ରିୟାଦ ଶାହାରି ଅହମ୍ମଦ ହୁସେନ ମ୍ୟାଚ୍‌ର ଏକାଧିକ ଫଟୋ ସୋଶାଲ ମିଡିଆରେ ଶେୟାର କରିଛନ୍ତି।

ସାକିବ ବ୍ୟାନ୍‌ ହେବା ବାଂଲାଦେଶ ଟିମ୍‌ ପାଇଁ ବଡ଼ ଝଟକା। କାରଣ ବ୍ୟାନ୍‌ ପାଇଁ ସେ ଆସନ୍ତାବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଭାଗ ନେଇ ପାରିବେ ନାହିଁ। ବିଶ୍ୱକପ ଅକ୍ଟୋବର ୧୮ରେ ଆରମ୍ଭ ହେଉଥିବା ବେଳେ ସାକିବଙ୍କ ବ୍ୟାନ ଆଦେଶ ଅକ୍ଟୋବର ୨୯ରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story