ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶାମିଙ୍କ ପତ୍ନୀ

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ଏବେ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ହସିନ ଏବେ ଅମରୋହା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍‌ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ ଗିରଫ କରିଥିଲେ। ହେଲେ ସୁପ୍ରିମକୋର୍ଟ ନିୟମ ଅନୁଯାୟୀ, କୌଣସି ମହିଳାଙ୍କୁ ମଧ୍ୟରାତ୍ରୀରେ ଗିରଫ କରାଯାଇ ପାରିବ ନାହିଁ। ଏହାସତ୍ତ୍ୱେ ପୁଲିସ୍‌ ତାଙ୍କୁ ଗିରଫ […]

sa

sa

Hemant Lenka
  • Published: Saturday, 06 July 2019
  • Updated: 06 July 2019, 05:58 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ଏବେ ପୁଲିସ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଶାମିଙ୍କୁ ମନଇଚ୍ଛା ଗାଳି ଗୁଲଜ କରୁଥିବା ହସିନ ଏବେ ଅମରୋହା ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ଅମରୋହା ପୁଲିସ୍‌ର ୫ ଜଣ ଅଧିକାରୀ ମଧ୍ୟରାତ୍ରିରେ ଗିରଫ କରିଥିଲେ।

ହେଲେ ସୁପ୍ରିମକୋର୍ଟ ନିୟମ ଅନୁଯାୟୀ, କୌଣସି ମହିଳାଙ୍କୁ ମଧ୍ୟରାତ୍ରୀରେ ଗିରଫ କରାଯାଇ ପାରିବ ନାହିଁ। ଏହାସତ୍ତ୍ୱେ ପୁଲିସ୍‌ ତାଙ୍କୁ ଗିରଫ କରିଥିବାରୁ ସେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ମାମଲା ଶୁଣାଣି ଜୁଲାଇ ୧୮ରେ ହେବ।

ଏପ୍ରିଲ ୨୮ରେ ହସିନ ତାଙ୍କ ଝିଅ ଓ ଚାକରାଣୀ ସହ ଅମରୋହା ଆସିଥିଲେ। ସେ ଘରେ ଥିବା ବେଳେ ଅମରୋହା ଜିଲ୍ଲାରେ ଥିବା ଦିଦାଉଲି ପୁଲିସ୍‌ ଷ୍ଟେସନର ଏସ୍‌ଏଚ୍‌ଓ ଦେବେନ୍ଦ୍ର କୁମାର ଓ ଅନ୍ୟ କିଛି ପୁଲିସ୍‌ ଅଧିକାରୀ ତାଙ୍କ ସ୍ୱାମୀ ଶାମି ଓ ଦିଅରଙ୍କ ନିର୍ଦ୍ଦେଶରେ ସେଠାରେ ପହଞ୍ଚି କିଛି ପଚରାଉଚରା କରିଥିଲେ। ଏହାପରେ ସେମାନେ ଚାଲି ଯାଇଥିଲେ।

ହେଲେ ମଧ୍ୟରାତ୍ରୀରେ ସେମାନେ ପୁଣି ଘରକୁ ଆସି ଗାଳି ଗୁଲଜ କରିବା ସହ ହସିନ ଓ ତାଙ୍କ ଝିଅ ଏବଂ ଚାକରାଣୀଙ୍କୁ ଥାନାକୁ ନେଇଯାଇଥିଲେ। ଏହି ସମୟରେ କୌଣସି ମହିଳା ପୁଲିସ୍‌ ମଧ୍ୟ ସେମାନଙ୍କ ସହ ନଥିଲେ। ରାତି ତମାମ ସମସ୍ତଙ୍କୁ ଥାନାରେ ଅଟକ ରଖାଯାଇଥିଲା। କିନ୍ତୁ ପୁଲିସ୍‌ ତା’ ପରଦିନ ସକାଳେ ହସିନଙ୍କୁ ଗିରଫ କରିଥିବା କାଗଜରେ ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି। କୋର୍ଟ ହସିନଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story