ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

ଇସଲାମାବାଦ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ତଥା ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ବସିତ ଅଲୀ। ସର୍ବଦା ଭାରତୀୟ କ୍ରିକେଟର ଓ ଭାରତ ବିରୋଧରେ ବିଷ ଓକାଳୁ ଥିବା ବସିତ ଅଲୀ କିନ୍ତୁ ଏଥର ରବି ଶାସ୍ତ୍ରୀଙ୍କୁ ମହାନ କ୍ରିକେଟର ବୋଲି କହିଛନ୍ତି। ବର୍ତ୍ତମାନ ତାଙ୍କ ସମସ୍କନ୍ଧ ଯେତେ ଜଣ କ୍ରିକେଟର ଅଛନ୍ତି, ସେମାନଙ୍କ ମଧ୍ୟରୁ ଶାସ୍ତ୍ରୀ ଶ୍ରେଷ୍ଠ ବୋଲି ବସିତ କହିଛନ୍ତି। ନିଜର ୟୁଟ୍ୟୁବ ଚ୍ୟାନେଲରେ ବସିତ […]

gf

gf

Hemant Lenka
  • Published: Wednesday, 01 July 2020
  • Updated: 01 July 2020, 03:05 PM IST

Sports

Latest News

ଇସଲାମାବାଦ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ତଥା ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ବସିତ ଅଲୀ। ସର୍ବଦା ଭାରତୀୟ କ୍ରିକେଟର ଓ ଭାରତ ବିରୋଧରେ ବିଷ ଓକାଳୁ ଥିବା ବସିତ ଅଲୀ କିନ୍ତୁ ଏଥର ରବି ଶାସ୍ତ୍ରୀଙ୍କୁ ମହାନ କ୍ରିକେଟର ବୋଲି କହିଛନ୍ତି। ବର୍ତ୍ତମାନ ତାଙ୍କ ସମସ୍କନ୍ଧ ଯେତେ ଜଣ କ୍ରିକେଟର ଅଛନ୍ତି, ସେମାନଙ୍କ ମଧ୍ୟରୁ ଶାସ୍ତ୍ରୀ ଶ୍ରେଷ୍ଠ ବୋଲି ବସିତ କହିଛନ୍ତି।

ନିଜର ୟୁଟ୍ୟୁବ ଚ୍ୟାନେଲରେ ବସିତ କହିଛନ୍ତି, “ରବି ଶାସ୍ତ୍ରୀ ଜଣେ ମହାନ ଖେଳାଳି ଥିଲେ ଓ ଏବେ ବେଶ ସମାନ ଢଙ୍ଗରେ ସେ କୋଚିଂ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ବର୍ତ୍ତମାନ ସମୟରେ ଯେତେ ଜଣ କୋଚ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶାସ୍ତ୍ରୀ ହିଁ ଶ୍ରେଷ୍ଠ। ମିଡିଆକୁ ଟିମ୍‌ ଇଣ୍ଡିଆ ଶଟ୍‌ ଅପ କରିବା ବେଳେ ଶାସ୍ତ୍ରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ସର୍ବଦା ଟିମ୍‌ର ସମସ୍ତ ଖେଳାଳିଙ୍କୁ ସମର୍ଥନ କରି ଆସିଛନ୍ତି।” ଶାସ୍ତ୍ରୀଙ୍କ ବ୍ୟତୀତ ବସିତ ଅଲୀ ଜିମ୍ବାୱେର ପୂର୍ବତନ ଅଧିନାୟକ ଆଣ୍ଡି ଫ୍ଲାୱରଙ୍କୁ ବି ପ୍ରଶଂସା କରିଛନ୍ତି।

ବସିତ ଆହୁରି କହିଛନ୍ତି, “ଟିମ୍‌ ଇଣ୍ଡିଆରେ ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍ରାଙ୍କ ଭଳି ବଡ଼ କ୍ରିକେଟର ଥିଲେ ମଧ୍ୟ ଶାସ୍ତ୍ରୀ ପୂରା ଟିମ୍‌କୁ ଠିକ୍‌ ଭାବେ ପରିଚାଳନା କରିପାରୁଛନ୍ତି। ଏକ ଶକ୍ତିଶାଳୀ ଟିମ୍‌ର ସେ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେଣୁ ତାଙ୍କ କାମ ସହଜ ବୋଲି ଭାବିବା ସଂପୂର୍ଣ୍ଣ ଭୁଲ।

ପାକିସ୍ତାନ ବି ଶାସ୍ତ୍ରୀଙ୍କ ଭଳି ଜଣେ କୋଚ୍‌ ଆବଶ୍ୟକ କରୁଥିଲା। ଶାସ୍ତ୍ରୀଙ୍କ ଭଳି କୋଚ ରହିଥିଲେ ସୋଏବ ଅଖତରଙ୍କ ଭଳି ଅହଂକାର ଭର୍ତ୍ତି ଖେଳାଳିଙ୍କୁ ଠିକ୍ ଭାବେ ହ୍ୟାଣ୍ଡେଲ କରିପାରିଥାଆନ୍ତେ। ରବି ଶାସ୍ତ୍ରୀଙ୍କ ଭଳି କୋଚ ଥିଲେ ସୋଏବ ଅଖତର ଆହୁରି ମହାନ କ୍ରିକେଟର ହୋଇପାରିଥାଆନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story