ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ଦୁବାଇ: ପୁଣିଥରେ ଚଳିତ ଆଇପିଏଲରେ ଦମଦାର ଶତକ ହାସଲ କରିଛନ୍ତି ଶିଖର ଧୱନ। ପଞ୍ଜାବ ବିପକ୍ଷରେ ଧୱନଙ୍କ ଅପରାଜିତ ୧୦୬ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଛି। ଫଳରେ ମ୍ୟାଚ ଜିତିବାକୁ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି। ଆଜି ଇନିଂସ ଆରମ୍ଭରୁ ଶେଷ ଯାଏ କେବଳ ଧୱନଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ ପ୍ରଥମ ଓଭର୍‌ରେ ହିଁ ମ୍ୟାକ୍ସିୱେଲଙ୍କୁ ଗୋଟିଏ ଛକା ଓ […]

dg

dg

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 09:20 PM IST

Sports

Latest News

ଦୁବାଇ: ପୁଣିଥରେ ଚଳିତ ଆଇପିଏଲରେ ଦମଦାର ଶତକ ହାସଲ କରିଛନ୍ତି ଶିଖର ଧୱନ। ପଞ୍ଜାବ ବିପକ୍ଷରେ ଧୱନଙ୍କ ଅପରାଜିତ ୧୦୬ ରନ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଛି। ଫଳରେ ମ୍ୟାଚ ଜିତିବାକୁ ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ ରହିଛି।

ଆଜି ଇନିଂସ ଆରମ୍ଭରୁ ଶେଷ ଯାଏ କେବଳ ଧୱନଙ୍କ ଜଲୱା ଦେଖିବାକୁ ମିଳିଥିଲା। ସେ ପ୍ରଥମ ଓଭର୍‌ରେ ହିଁ ମ୍ୟାକ୍ସିୱେଲଙ୍କୁ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ନିଜ ଆକ୍ରମଣାତ୍ମକ ରୂପର ପରିଚୟ ଦେଇଥିଲେ। ଶେଷ ଯାଏ ସେ ଅପରାଜିତ ରହି ୧୦୬ ରନ୍‌ର ଇନିଂସ୍‌ ଖେଳିଥିଲେ।

ଟସ୍‌ ଜିତି ଶ୍ରେୟସ ଆୟର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପୃଥ୍ୱୀ ଶ’ ମାତ୍ର ୭ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ସେହିପରି ଶ୍ରେୟସ ଆୟର(୧୪) ଓ ଋଷଭ ପନ୍ତ (୧୪) ସମସ୍ତଙ୍କୁ ନିରାଶ କରିଥିଲେ। କିନ୍ତୁ ଧୱନ ଗୋଟିଏ ପାଖରେ ଦମଦାର ବ୍ୟାଟିଂ କରି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ନିଜର ଆକ୍ରମଣାତ୍ମକ ରୂପ ଦେଖାଇ ମାତ୍ର ୫୭ଟି ବଲ୍‌ରେ ଶତକ ହାସଲ କରିଥିଲେ।

ଏହା ଚଳିତ ଆଇପିଏଲରେ ଧୱନଙ୍କ ଦ୍ୱିତୀୟ ଶତକ। ଏହି ଶତକୀୟ ଇନିଂସ୍‌ରେ ଧୱନ ୩ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋଇନିସ ୯ ରନ୍‌ ଓ ହେଟମେୟର ୬ ବଲରେ ଅପରାଜିତ ୧୦ ରନ୍‌ର ଇନିଂସ୍‌ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story