ହାର୍ ମାନିନାହାନ୍ତି ଧୱନ୍, କହିଲେ ଏମିତି କଥା

ଲଣ୍ଡନ: ବିଶ୍ୱକପ୍ ଖେଳିବା ପ୍ରତି ଖେଳାଳିଙ୍କର ସ୍ୱପ୍ନ ରହିଥାଏ। କିନ୍ତୁ ଆହତ ଯଦି ସେହି ଖେଳାଳି ଜଣଙ୍କର ବିଶ୍ୱକପ୍ ଖେଳିବା ଆଶାକୁ ଧୂଳିସାତ୍ କରିଦିଏ, ତାହେଲେ ଏହାଠାରୁ କଷ୍ଟଦାୟକ ଆଉ କିଛି ନାହିଁ। ଏଭଳି କିଛି ଘଟଣା ଘଟିଛି ଭାରତର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସହ। ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଆହତ ହୋଇଥିବା ଧୱନ୍ ତିନି ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିବେ। ଅଷ୍ଟ୍ରେଲୀୟ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ […]

DHAWAN

DHAWAN

Hemant Lenka
  • Published: Wednesday, 12 June 2019
  • Updated: 12 June 2019, 05:33 PM IST

Sports

Latest News

ଲଣ୍ଡନ: ବିଶ୍ୱକପ୍ ଖେଳିବା ପ୍ରତି ଖେଳାଳିଙ୍କର ସ୍ୱପ୍ନ ରହିଥାଏ। କିନ୍ତୁ ଆହତ ଯଦି ସେହି ଖେଳାଳି ଜଣଙ୍କର ବିଶ୍ୱକପ୍ ଖେଳିବା ଆଶାକୁ ଧୂଳିସାତ୍ କରିଦିଏ, ତାହେଲେ ଏହାଠାରୁ କଷ୍ଟଦାୟକ ଆଉ କିଛି ନାହିଁ। ଏଭଳି କିଛି ଘଟଣା ଘଟିଛି ଭାରତର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ସହ।

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଆହତ ହୋଇଥିବା ଧୱନ୍ ତିନି ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିବେ। ଅଷ୍ଟ୍ରେଲୀୟ ପେସ୍ ବୋଲର ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ ଧୱନଙ୍କ ଅଙ୍ଗୁଳିରେ ବାଜିଥିଲା। ଆଘାତ ସତ୍ତ୍ୱେ ସେ ୧୧୭ ରନର ଶତକୀୟ ଇନିଂସ୍ ଖେଳିଥିଲେ। ତେବେ କିଛି ସମୟ ପାଇଁ ବିଶ୍ୱକପର ବାହାର ହେବା ସତ୍ତ୍ୱେ ଧୱନ ହତୋତ୍ସାହିତ ହୋଇପଡ଼ି ନାହାନ୍ତି। ସେ ସୋଶାଲ ମିଡିଆରେ ନିଜର ସାହସିକତାକୁ ଜାହିର୍ କରିଛନ୍ତି।

ସେ ଟ୍ୱିଟ୍ କରି କହିଛନ୍ତି, "କଭି ମେହେକ୍ କି ତରା ହମ୍ ଗୁଲୋଁ ସେ ଉଡତେ ହୈ.., କଭି ଧୂୟେଁ କି ତରା ହମ୍ ପର୍ବତୋଁ ସେ ଉଡତେ ହୈ, ୟେ କୈଞ୍ଚିୟାଁ ହମେ ଉଡନେ ସେ ଖାଖ୍ ରୋକେଙ୍ଗି, କି ହମ୍ ପରୋଁ ସେ ନହିଁ ହସୋଲୋଁ ସେ ଉଡତେ ହୈ...।"

ଧୱନ୍ ଟ୍ୱିଟ୍ ଜରିଆରେ ସ୍ପଷ୍ଟ କରିଛନ୍ତି, ନିଜ ସାହସ ଦ୍ୱାରା ଶୀଘ୍ର ଆଘାତରୁ ମୁକୁଳି ବିଶ୍ୱକପ୍ ଟିମରେ ସାମିଲ୍ ହେବେ ଏବଂ ମଇଦାନରେ ଦେଖା ଦେବେ। ସୂଚନାଯୋଗ୍ୟ, ଧୱନଙ୍କ ଅଙ୍ଗୁଳିରେ ହେୟାରଲାଇ ଫ୍ରାକଚର୍ ହୋଇଛି। ଧୱନ୍ ଅତିକମରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ବିସିସିଆଇର ମେଡିକାଲ ଟିମ୍ ନଜରରେ ରହିବେ।

ମେଡିକାଲ ରିପୋର୍ଟ ଅନୁଯାୟୀ, କିଛି ଦିନ ମଧ୍ୟରେ ତାଙ୍କ ଆହତ ଠିକ୍ ହୋଇପାରିବ। ତେବେ ଯେପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନାହାନ୍ତି, ସେ ଯାଏ ପରବର୍ତ୍ତୀ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଟିମରେ ସାମିଲ୍ ବ୍ୟାକଅପ୍ ଭାବେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story