ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ରେକର୍ଡ କଲେ ଧୱନ୍

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଦମଦାର ଶତକୀୟ ଇନିଂସ୍ ଖେଳିଛନ୍ତି। ସେ ୧୦୯ ବଲରେ ୧୧୭ ରନର ଇନିଂସ୍ ଖେଳିଛନ୍ତି । ଧୱନଙ୍କ ଦିନିକିଆ କ୍ୟାରିୟରର ଏହା ୧୭ତମ ଶତକ। ତାଙ୍କର ଏହି ଶତକ ଦ୍ୱାରା ଟିମ୍ ଇଣ୍ଡିଆ ନାମରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି। ଧୱନଙ୍କ ଏହି ଶତକୀୟ ଇନିଂସ୍ ସହ ବିଶ୍ୱକପରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଶତକ ସଂଖ୍ୟା ୨୭ରେ ପହଞ୍ଚିଯାଇଛି। ଏହା ବିଶ୍ୱକପରେ କୌଣସି […]

SHIK

SHIK

Hemant Lenka
  • Published: Sunday, 09 June 2019
  • Updated: 09 June 2019, 09:26 PM IST

Sports

Latest News

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଦମଦାର ଶତକୀୟ ଇନିଂସ୍ ଖେଳିଛନ୍ତି। ସେ ୧୦୯ ବଲରେ ୧୧୭ ରନର ଇନିଂସ୍ ଖେଳିଛନ୍ତି । ଧୱନଙ୍କ ଦିନିକିଆ କ୍ୟାରିୟରର ଏହା ୧୭ତମ ଶତକ। ତାଙ୍କର ଏହି ଶତକ ଦ୍ୱାରା ଟିମ୍ ଇଣ୍ଡିଆ ନାମରେ ନୂଆ ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି।

ଧୱନଙ୍କ ଏହି ଶତକୀୟ ଇନିଂସ୍ ସହ ବିଶ୍ୱକପରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଶତକ ସଂଖ୍ୟା ୨୭ରେ ପହଞ୍ଚିଯାଇଛି। ଏହା ବିଶ୍ୱକପରେ କୌଣସି ଟିମର ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସର୍ବାଧିକ ଶତକ। ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ଯୁଗ୍ମ ଭାବେ ୨୬-୨୬ ଶତକ ସହ ପ୍ରଥମ ସ୍ଥାନରେ ଥିଲେ। କିନ୍ତୁ ଧୱନଙ୍କ ଶତକ ମାରିବା ଦ୍ୱାରା ଭାରତ ବିଶ୍ୱକପରେ ସର୍ବାଧିକ ଶତକ ମାରିବାର ରେକର୍ଡ କରି ନେଇଛି।

ଏବେ ଏହି ତାଲିକରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ (୨୬) ରହିଛି। ସେହିପରି ଶ୍ରୀଲଙ୍କା (୨୩ ଶତକ) ତୃତୀୟ, ୱେଷ୍ଟଇଣ୍ଡିଜ୍ (୧୭ ଶତକ) ଚତୁର୍ଥ, ନ୍ୟୁଜିଲ୍ୟାଣ୍ଡ୍ (୧୫ ଶତକ) ପଞ୍ଚମ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ପାକିସ୍ତାନ (ସମସ୍ତେ ୧୪ ଲେଖାଏ ଶତକ) ଷଷ୍ଠ ସ୍ଥାନରେ ରହିଛନ୍ତି।

ଧୱନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଶତକ ମାରିଛନ୍ତି। ବିଦେଶ ମାଟିରେ ତାଙ୍କର ଏହା ୧୨ତମ ଏବଂ ଇଂଲଣ୍ଡରେ ଚତୁର୍ଥ ଶତକ। ତେବେ ସବୁଠାରୁ ରୋଚକ କଥା ହେଉଛି, ଧୱନ୍ ୨୦୧୫ ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ମଧ୍ୟ ଶତକ ମାରିଥିଲେ। ସେ ଏହି ଶତକ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ। ଆଇସିସି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଶତକ ମାରିବା ମାମଲାରେ ଧୱନ ଏବେ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

ଆଇସିସି ଟୁର୍ଣ୍ଣାମେଣ୍ଟରେ ଧୱନ୍ ୨୨ ଇନିଂସରେ ୬ ଶତକ ମାରିଛନ୍ତି। ଶ୍ରୀଲଙ୍କାର କୁମାର ସାଙ୍ଗାକାରା ଓ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୬ଟି ଲେଖାଏ ଶତକ ମାରିଛନ୍ତି। ସେହିପରି ଭାରତର ସୌରଭ ଗାଙ୍ଗୁଲି (୩୨ ଇନିଂସ୍) ଓ ସଚିନ ତେନ୍ଦୁଲକର (୫୮ ଇନିଂସ୍) ୭ଟି ଲେଖାଏ ଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story