ଜୁନିୟର ଶୁଟିଂ ବିଶ୍ୱକପ୍: ଅନିଶଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଜର୍ମାନୀର ସୁହଲଠାରେ ଚାଲିଥିବା ଆଇଏସଏସଏଫ୍ ଜୁନିୟର ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଭାରତୀୟ ଯୁବ ଶୁଟର୍ ଅନିଶ ଭାନାୱାଲା ୨୫ ମିଟର୍ ର୍ୟାରପିଡ୍ ଫାୟାର୍ ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଅନିଶ କ୍ୱାଲିଫିକେସନରେ ୫୮୪ ସ୍କୋର୍ ଏବଂ ଫାଇନାଲରେ ୨୯ ଶଟ୍ ସହ ପୋଡିୟର ଶୀର୍ଷରେ ରହିଥିଲେ। ଏହି ଇଭେଣ୍ଟର ଫାଇନାଲରେ ଆଉ ଦୁଇଜଣ ଭାରତୀୟ ଯଥା ଆଦର୍ଶ ସିଂହ ଓ ଆଗ୍ନେୟ କୌଶିକ୍ ମଧ୍ୟ […]

anish

anish

Hemant Lenka
  • Published: Wednesday, 17 July 2019
  • Updated: 17 July 2019, 08:12 PM IST

Sports

Latest News

ନୂଆଦିଲ୍ଲୀ: ଜର୍ମାନୀର ସୁହଲଠାରେ ଚାଲିଥିବା ଆଇଏସଏସଏଫ୍ ଜୁନିୟର ବିଶ୍ୱକପରେ ଭାରତୀୟ ଶୁଟରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଭାରତୀୟ ଯୁବ ଶୁଟର୍ ଅନିଶ ଭାନାୱାଲା ୨୫ ମିଟର୍ ର୍ୟାରପିଡ୍ ଫାୟାର୍ ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଅନିଶ କ୍ୱାଲିଫିକେସନରେ ୫୮୪ ସ୍କୋର୍ ଏବଂ ଫାଇନାଲରେ ୨୯ ଶଟ୍ ସହ ପୋଡିୟର ଶୀର୍ଷରେ ରହିଥିଲେ।

ଏହି ଇଭେଣ୍ଟର ଫାଇନାଲରେ ଆଉ ଦୁଇଜଣ ଭାରତୀୟ ଯଥା ଆଦର୍ଶ ସିଂହ ଓ ଆଗ୍ନେୟ କୌଶିକ୍ ମଧ୍ୟ ପହଞ୍ଚିଥିଲେ, କିନ୍ତୁ ଦୁହେଁ ପଦକ ଜିତିବାରେ ବିଫଳ ହୋଇଛନ୍ତି। ଆଦର୍ଶ ଫାଇନାଲରେ ୧୭ ସ୍କୋର ସହ ଚତୁର୍ଥ ଏବଂ କୌଶିକ୍ ୯ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ। ରୁଷର ଇଗୋର ଇସ୍ମାକୋଭ୍ ୨୩ ସ୍କୋର ସହ ରୌପ୍ୟ ପଦକ ଜିତିଥିବା ବେଳେ ଜର୍ମାନୀର ଫ୍ଲୋରିଆନ୍ ପିଟର୍ ୧୯ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଚଳିତ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୮ ସ୍ୱର୍ଣ୍ଣ, ୮ ରୌପ୍ୟ ଏବଂ ୪ ବ୍ରୋଞ୍ଜ ସହ ମୋଟ ୨୦ ପଦକ ଜିତିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story