ପଞ୍ଜାବ କ୍ରିକେଟ୍‌ରେ ନୂଆ ଯୁବରାଜଙ୍କ ଆବିର୍ଭାବ: ଆଇପିଏଲରେ ଚାହିଦା ଆକାଶ ଛୁଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଭାରତ ବୃହତ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିଧାସଳଖ ବିଶ୍ୱକପର ଫାଇନାଲରେ ପହଞ୍ଚିଯାଇଛି। ଫାଇନଲ ମ୍ୟାଚ୍‌ ଫେବ୍ରୁଆରୀ ୩ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ହେଲେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚରେ ଯେଉଁଭଳି ଭାରତର ପ୍ରଦର୍ଶନ ରହିଥିଲା ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି। ଏହି ମ୍ୟାଚ୍‌ରେ ହିରୋ ସାଜିଥିଲେ ଶୁଭମାନ ଗିଲ। ସେ ଏହି ମ୍ୟାଚ୍‌ରେ ଆକର୍ଷଣୀୟ ଶତକ ହାସଲ କରିଥିଲେ। […]

Indian-Under-19-Team-India

Indian-Under-19-Team-India

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:31 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣ୍ଡର-୧୯ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଭାରତ ବୃହତ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିଧାସଳଖ ବିଶ୍ୱକପର ଫାଇନାଲରେ ପହଞ୍ଚିଯାଇଛି। ଫାଇନଲ ମ୍ୟାଚ୍‌ ଫେବ୍ରୁଆରୀ ୩ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ହେଲେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚରେ ଯେଉଁଭଳି ଭାରତର ପ୍ରଦର୍ଶନ ରହିଥିଲା ଏହାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ଏହି ମ୍ୟାଚ୍‌ରେ ହିରୋ ସାଜିଥିଲେ ଶୁଭମାନ ଗିଲ। ସେ ଏହି ମ୍ୟାଚ୍‌ରେ ଆକର୍ଷଣୀୟ ଶତକ ହାସଲ କରିଥିଲେ। ଶୁଭମନ ଗିଲ ୯୪ ବଲରେ ୧୦୨ରନର ପାଳି ଖେଳିଛନ୍ତି। ଧର୍ଯ୍ୟର ସହ ବ୍ୟାଟିଂ କରି ୭ଟି ଚୌକା ସାହାଜ୍ୟରେ ଶୁଭମନ ଗିଲ ୧୦୨ରନ କରିଥିଲେ।

୧୮ ବର୍ଷିୟ ଶୁଭମାନ ପଞ୍ଜାବର ଫଜିଲ୍‌କା ସହରରେ ଜନ୍ମଗ୍ରହଣ କରିଥିଲେ। ଚଳିତ ବିଶ୍ୱକପରେ ଶୁଭମାନଙ୍କ ପ୍ରଦର୍ଶନ ଦେଖିବା ପରେ ଲୋକେ ତାଙ୍କୁ ପଞ୍ଜାବର ନୂଆ ଯୁବରାଜ ବୋଲି କହିବାକୁ ଲାଗିଲେଣି। ଶୁଭମାନ ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତି ମୋଟ ୩୪୧ ରନ୍‌ କରିସାରିଛନ୍ତି। ଏହାପରେ ଆଇପିଏଲ ନିଲାମୀରେ ମଧ୍ୟ ଶୁବମାନଙ୍କୁ କିଣିବା ପାଇଁ ଲମ୍ବା ଲାଇନ ଲାଗିଥିଲା। କୋଲକାତା ତାଙ୍କୁ ୧ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି। ଅନେକ ପୂର୍ବ କ୍ରିକେଟର୍‌ ଶୁଭମାନଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି। ସେ ଆଗାମୀ ଦିନରେ ଭାରତୀୟ ଟିମ୍‌ରେ ନିଜ ପ୍ରତିଭା ଦେଖାଇବାକୁ ଯାଉଛନ୍ତି ବୋଲି କୁହାଯାଉଛି। ପୂର୍ବରୁ ଆକର୍ଷଣୀୟ ବ୍ୟାଟିଂ ପାଇଁ ଶୁଭମନ ଗିଲଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story