ସିଆମ୍‌ ହଙ୍ଗଲଙ୍କ ସହ ଚୁକ୍ତି କଲା ଚେନ୍ନାଇୟାନ୍‌ ଏଫ୍‌ସି

ଚେନ୍ନାଇ: ଇଣ୍ଡିଆନ୍‌ ସୁପର ଲିଗ୍‌ର ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇୟାନ୍‌ ଏଫ୍‌ସି ସହ ୨ ଥର ଆଇ-ଲିଗ୍‌ ବିଜେତା ସିଆମ୍‌ ହଙ୍ଗଲ ଏକ ବର୍ଷ ପାଇଁ ଆଜି ଚୁକ୍ତିବଦ୍ଧ ହୋଇଛନ୍ତି। ବେଙ୍ଗାଲୁରୁ ଏଫ୍‌ସିରେ ୩ ବର୍ଷ କାର୍ଯ୍ୟ କରିବା ପରେ ସେ ଆଜି ଚେନ୍ନାଇୟାନ୍‌ ଏଫ୍‌ସିରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ୨ଟି ଆଇ-ଲିଗ୍‌ ଓ ଗୋଟିଏ ଫେଡେରେସନ୍‌ କପ୍‌ ଜିତିଛନ୍ତି। ମଣିପୁରର ଏହି ମିଡ୍‌ଫିଲ୍ଡର ଜଣକ ବେଙ୍ଗାଲୁରୁ ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ପାଇଁ ଖେଳୁଥିଲେ। ଚେନ୍ନାଇୟାନ୍‌ […]

football

football

Rakesh Mallick
  • Published: Tuesday, 02 August 2016
  • Updated: 02 August 2016, 07:53 PM IST

Sports

Latest News

ଚେନ୍ନାଇ: ଇଣ୍ଡିଆନ୍‌ ସୁପର ଲିଗ୍‌ର ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇୟାନ୍‌ ଏଫ୍‌ସି ସହ ୨ ଥର ଆଇ-ଲିଗ୍‌ ବିଜେତା ସିଆମ୍‌ ହଙ୍ଗଲ ଏକ ବର୍ଷ ପାଇଁ ଆଜି ଚୁକ୍ତିବଦ୍ଧ ହୋଇଛନ୍ତି।

ବେଙ୍ଗାଲୁରୁ ଏଫ୍‌ସିରେ ୩ ବର୍ଷ କାର୍ଯ୍ୟ କରିବା ପରେ ସେ ଆଜି ଚେନ୍ନାଇୟାନ୍‌ ଏଫ୍‌ସିରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ୨ଟି ଆଇ-ଲିଗ୍‌ ଓ ଗୋଟିଏ ଫେଡେରେସନ୍‌ କପ୍‌ ଜିତିଛନ୍ତି। ମଣିପୁରର ଏହି ମିଡ୍‌ଫିଲ୍ଡର ଜଣକ ବେଙ୍ଗାଲୁରୁ ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ପାଇଁ ଖେଳୁଥିଲେ।

ଚେନ୍ନାଇୟାନ୍‌ ଏଫ୍‌ସିର କୋଚ୍‌ ମାର୍କୋ ମେର୍ଟାଜି କହିଛନ୍ତି,“ହଙ୍ଗଲ ଜଣେ ଖ୍ୟାତିସମ୍ପର୍ଣ୍ଣ ମିଡ୍‌ଫିଲ୍ଡର। ଗତବର୍ଷ ତାଙ୍କର ପ୍ରଦର୍ଶନ ଭଲ ଥିଲା। ତେଣୁ ତାଙ୍କୁ ଦଳରେ ସାମିଲ କରିବାକୁ ଦଳ ଇଚ୍ଛା ପ୍ରକାଶ କରିଥିଲା। ଆମେ ତାଙ୍କୁ ସ୍ୱାଗତ କରୁଛୁ।”

ହଙ୍ଗଲ କହିଛନ୍ତି,“ଏହି ସଂସ୍କରଣରେ ମତେ ଦଳରେ ସାମିଲ କରା ଯାଇଥିବାରୁ କୋଚ୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସାଧୁବାଦ ଜଣାଉଛି। ଗତ ସିଜନ୍‌ରେ ମୁଁ ବହୁତ କିଛି ଶିକ୍ଷା କରିଛି । ଏହା ଧାରା ଜାରି ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story