କୋହଲିଙ୍କ ପରେ ସିନ୍ଧୁ ହେଲେ ଦେଶର ସବୁଠୁ ଲୋକପ୍ରିୟ ଖେଳାଳି: ଦିନକର ଆୟ ୧.୨୫ କୋଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ରୌପ୍ୟ କୁଇନ୍‌ ଭାବେ ପରିଚିତ ପିଭି ସିନ୍ଧୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। ଅଲିମ୍ପିକ ଓ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁଙ୍କ ପାଇଁ ସାରା ଭାରତ ଗର୍ବ ଅନୁଭବ କରୁଛି। ସିନ୍ଧୁ ପ୍ରଥମ ଖେଳାଳି, ଯାହାଙ୍କୁ ସିଆର୍‌ପିଏଫ୍‌ ତାର ବ୍ରାଣ୍ଡ ଆମ୍ବାସଡର କରିଛି। ଏହାସହ ଦେଶରେ ଏବେ ସିନ୍ଧୁ ସବୁଠୁ ଅଧିକ ପପୁଲାର ଖେଳାଳି ହୋଇଯାଇଛନ୍ତି। ବିଜ୍ଞାପନରେ ସିନ୍ଧୁ ଦିନକୁ ୧.୨୫ କୋଟି ଟଙ୍କା ନେଇଥାନ୍ତି। ଏହି ଲିଷ୍ଟରେ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 04:46 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେଶର ରୌପ୍ୟ କୁଇନ୍‌ ଭାବେ ପରିଚିତ ପିଭି ସିନ୍ଧୁଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। ଅଲିମ୍ପିକ ଓ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିୟନସିପ୍‌ରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁଙ୍କ ପାଇଁ ସାରା ଭାରତ ଗର୍ବ ଅନୁଭବ କରୁଛି। ସିନ୍ଧୁ ପ୍ରଥମ ଖେଳାଳି, ଯାହାଙ୍କୁ ସିଆର୍‌ପିଏଫ୍‌ ତାର ବ୍ରାଣ୍ଡ ଆମ୍ବାସଡର କରିଛି। ଏହାସହ ଦେଶରେ ଏବେ ସିନ୍ଧୁ ସବୁଠୁ ଅଧିକ ପପୁଲାର ଖେଳାଳି ହୋଇଯାଇଛନ୍ତି। ବିଜ୍ଞାପନରେ ସିନ୍ଧୁ ଦିନକୁ ୧.୨୫ କୋଟି ଟଙ୍କା ନେଇଥାନ୍ତି। ଏହି ଲିଷ୍ଟରେ ସିନ୍ଧୁଙ୍କଠୁ ଆଗରେ କେବଳ ବିରାଟ କୋହଲି ହିଁ ଅଛନ୍ତି।
ସିନ୍ଧୁ କେବଳ ଜଣେ ଖେଳାଳି ନୁହଁନ୍ତି, ସିନ୍ଧୁଙ୍କୁ ଆନ୍ଧପ୍ରଦେଶ ସରକାର ଡେପୁଟି କଲେକ୍ଟର ଭାବେ ନୁଯୁକ୍ତି ଦେଇଛନ୍ତି। ଏହାସହ ଅଲିମ୍ପିକ ପଦକ ଜିତିବା ପରେ ସିନ୍ଧୁଙ୍କୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଅନେକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ଏତେମାତ୍ରରେ ଅର୍ଥରାଶି ଦେଶରେ କୌଣସି ଖେଳାଳିଙ୍କୁ ମିଳିହାଁନ୍ତି। ସେହିପରି ବିଶ୍ୱ ବ୍ୟାଡ୍‌ମିଣ୍ଟନରେ ରୌପ୍ୟ ଜିତିବା ପରେ ସିନ୍ଧୁଙ୍କୁ ବିଭିନ୍ନ ଆଡୁ ପୁରସ୍କାରର ଲାଇନ୍‌ ଲାଗିଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story