ଇଡେନ୍‌ ଟେଷ୍ଟ ଜିତିଲେ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷକୁ ଯିବ ଭାରତ

ଦୁବାଇ: ଆସନ୍ତା ଶୁକ୍ରବାର ଠାରୁ କୋଲକାତାର ଇଡେନ୍‌ ଗାର୍ଡେନରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତିଲେ ଭାରତ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିବ। ଭାରତ ତା’ର ୫୦୦ତମ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ ପରେ ପରାଜିତ କରିଛି। ବର୍ତ୍ତମାନ ପାକିସ୍ତାନ ଟେଷ୍ଟ ମାନ୍ୟତାରର ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନ ୨୫ଟି ମ୍ୟାଚ୍‌ରୁ ୨୭୬୭ ପଏଣ୍ଟ ହାସଲ କରି ୧୧୧ ରେଟିଂ ସହ ଶୀର୍ଷରେ ରହିଥିବା ବେଳେ […]

team-india

team-india

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 06:34 PM IST

Sports

Latest News

ଦୁବାଇ: ଆସନ୍ତା ଶୁକ୍ରବାର ଠାରୁ କୋଲକାତାର ଇଡେନ୍‌ ଗାର୍ଡେନରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତିଲେ ଭାରତ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିବ।

ଭାରତ ତା’ର ୫୦୦ତମ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୯୭ ରନ୍‌ ପରେ ପରାଜିତ କରିଛି। ବର୍ତ୍ତମାନ ପାକିସ୍ତାନ ଟେଷ୍ଟ ମାନ୍ୟତାରର ପ୍ରଥମ ସ୍ଥାନରେ ରହିଛି।

ପାକିସ୍ତାନ ୨୫ଟି ମ୍ୟାଚ୍‌ରୁ ୨୭୬୭ ପଏଣ୍ଟ ହାସଲ କରି ୧୧୧ ରେଟିଂ ସହ ଶୀର୍ଷରେ ରହିଥିବା ବେଳେ ଭାରତ ୨୫ଟି ମ୍ୟାଚ୍‌ ଖେଳି ୨୭୪୮ ପଏଣ୍ଟ ହାସଲ କରି ୧୧୦ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story