ମକ୍ରାନ୍ କପ୍ ଫାଇନାଲରେ ୬ ଭାରତୀୟ ବକ୍ସର୍

ମକ୍ରାନ୍ ବକ୍ସିଂ ଫାଇନାଲରେ ୬ ଭାରତୀୟ ବକ୍ସର୍ ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମନିଷ କୌଶିକ୍ (୬୦ କେଜି) ଓ ସତୀଶ କୁମାର (୯୧ କେଜି)ଙ୍କ ନେତୃତ୍ୱରେ ୬ ଭାରତୀୟ ବକ୍ସର ଇରାନରେ ଚାଲିଥିବା ମକ୍ରାନ୍ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହାବ୍ୟତୀତ ଦୀପକ ସିଂହ (୪୯ କେଜି), ପି. ଲଲିତା ପ୍ରସାଦ (୫୨ କେଜି), ସଞ୍ଜିତ୍ (୯୧ କେଜି) ଓ ମନଜିତ୍ ସିଂହ ପଙ୍ଘଲ (୭୫ କେଜି) ମଧ୍ୟ […]

boxing

boxing

Hemant Lenka
  • Published: Tuesday, 26 February 2019
  • Updated: 26 February 2019, 07:42 PM IST

Sports

Latest News

ମକ୍ରାନ୍ ବକ୍ସିଂ ଫାଇନାଲରେ ୬ ଭାରତୀୟ ବକ୍ସର୍
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜେତା ମନିଷ କୌଶିକ୍ (୬୦ କେଜି) ଓ ସତୀଶ କୁମାର (୯୧ କେଜି)ଙ୍କ ନେତୃତ୍ୱରେ ୬ ଭାରତୀୟ ବକ୍ସର ଇରାନରେ ଚାଲିଥିବା ମକ୍ରାନ୍ କପ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଏହାବ୍ୟତୀତ ଦୀପକ ସିଂହ (୪୯ କେଜି), ପି. ଲଲିତା ପ୍ରସାଦ (୫୨ କେଜି), ସଞ୍ଜିତ୍ (୯୧ କେଜି) ଓ ମନଜିତ୍ ସିଂହ ପଙ୍ଘଲ (୭୫ କେଜି) ମଧ୍ୟ ଫାଇନାଲ୍ରେ ସ୍ଥାନ ହାସଲ କରିଛନ୍ତି । ଜାତୀୟ ଚାମ୍ପିଅନ୍ କୌଶିକ୍ ସେମିଫାଇନାଲରେ ଅଶକନ୍ ରେଜାଇଙ୍କୁ ୪-୧ ପଏଣ୍ଟରେ ହରାଇଛନ୍ତି । ଫାଇନାଲରେ ତାଙ୍କ ସାମ୍ନା ଡାନିଆଲ ବକ୍ସଙ୍କ ସହ ହେବ। ପୂର୍ବତନ ଏସିଆନ୍ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ସତୀଶ ଏକତରଫା ସେମିଫାଇନାଲରେ ଇମାମ୍ ରମାଜାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସତୀଶ ଫାଇନାଲରେ ମହମ୍ମଦ ମ୍ଲିଆସଙ୍କୁ ଭେଟିବେ। ଅନ୍ୟ ସେମିଫାଇନାଲ୍ ମୁକାବିଲା ଗୁଡ଼ିକରେ ଦୀପକ ୫-୦ରେ ମାଲେକ୍ ଆମ୍ମାରିଙ୍କୁ, ପ୍ରସାଦ ୫-୦ରେ ମାର୍ଭିନ୍ ତୋବାମୋଙ୍କୁ, ସଞ୍ଜିତ୍ ୫-୦ରେ ପୌର୍ଯ୍ୟ ଆମିରିଙ୍କୁ ଏବଂ ଡେବ୍ୟୁଟାଣ୍ଟ ମନଜିତ୍ ସିନା ସାଫ୍ଡାରିଆନଙ୍କୁ ହରାଇଛନ୍ତି । ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ରୋହିତ ଟୋକସ (୬୪ କେଜି), ଦୁର୍ଯ୍ୟୋଧନ ସିଂହ ନେଗି (୬୯ କେଜି) ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story