ଇଞ୍ଜିମାମଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ସ୍ମିଥ

ଲଣ୍ଡନ: ଅଷ୍ଟ୍ରେଲୀୟ ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ବିଶ୍ୱ ରେକର୍ଡ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ୫ମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସ୍ମିଥ ୮୦ ରନ୍‌ କରିବା ପରେ ବିଶ୍ୱ ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ଗୋଟିଏ ନିର୍ଦ୍ଦିଷ୍ଟ ଦେଶ ବିପକ୍ଷରେ କ୍ରମାଗତ ୧୦ଥର ୫୦ରୁ ଅଧିକ ରନ୍‌ କରିବାରେ ସ୍ମିଥ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ଶେଷ ୧୦ଟି ଯାକ ଇନିଂସ୍‌ରେ ୫୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ […]

wv

wv

Hemant Lenka
  • Published: Saturday, 14 September 2019
  • Updated: 14 September 2019, 08:36 PM IST

ଲଣ୍ଡନ: ଅଷ୍ଟ୍ରେଲୀୟ ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ବିଶ୍ୱ ରେକର୍ଡ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ୫ମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସ୍ମିଥ ୮୦ ରନ୍‌ କରିବା ପରେ ବିଶ୍ୱ ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି।

ଗୋଟିଏ ନିର୍ଦ୍ଦିଷ୍ଟ ଦେଶ ବିପକ୍ଷରେ କ୍ରମାଗତ ୧୦ଥର ୫୦ରୁ ଅଧିକ ରନ୍‌ କରିବାରେ ସ୍ମିଥ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ଶେଷ ୧୦ଟି ଯାକ ଇନିଂସ୍‌ରେ ୫୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷରେ କ୍ରମାଗତ ୯ ଥର ୫୦ରୁ ଅଧିକ ରନ୍‌ କରି ପାକିସ୍ତାନର ପୂର୍ବତନ କ୍ରିକେଟର ଇଞ୍ଜିମାମ ଉଲ ହକ୍‌ ବିଶ୍ୱ ରେକର୍ଡ କରିଥିଲେ। ୨୦୦୧ରୁ ୨୦୦୬ ମଧ୍ୟରେ ଇଞ୍ଜିମାମ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ। ହେଲେ ସ୍ମିଥ ଏବେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story