ସ୍ମିଥଙ୍କ ବିସ୍ଫୋରଣରେ ମାଟି କାମୁଡ଼ିଲା ପାକିସ୍ତାନ

ମେଲବର୍ଣ୍ଣ: ବର୍ଷା ଯୋଗୁ ପ୍ରଥମ ଟି-୨୦ରେ ପରାଜୟରୁ ରକ୍ଷା ପାଇଯାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମାଟି କାମୁଡ଼ିଛି। ଷ୍ଟିଭ୍‌ ସ୍ମିଥଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ସ୍ମିଥ ମାତ୍ର ୫୧ଟି ବଲରେ ୮୦ ରନ୍‌ର ଅପରାଜିତ ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ […]

as

as

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 06:43 PM IST

Sports

Latest News

ମେଲବର୍ଣ୍ଣ: ବର୍ଷା ଯୋଗୁ ପ୍ରଥମ ଟି-୨୦ରେ ପରାଜୟରୁ ରକ୍ଷା ପାଇଯାଇଥିବା ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ମାଟି କାମୁଡ଼ିଛି। ଷ୍ଟିଭ୍‌ ସ୍ମିଥଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ସ୍ମିଥ ମାତ୍ର ୫୧ଟି ବଲରେ ୮୦ ରନ୍‌ର ଅପରାଜିତ ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଟି-୨୦ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୫୦ ଓ ଇଫତକାର ଅହମ୍ମଦଙ୍କ ୬୨ ରନ୍‌ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୦ ରନ୍‌ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୮.୩ ଓଭରରେ ୩ ୱିକେଟ ହରାଇ ୧୫୧ ରନ୍‌ କରି ନେଇଥିଲା।

୧୫୧ ରନ୍‌ ଟାର୍ଗେଟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ଦୁଇ ଓପନର ଅରୋନ ଫିଞ୍ଚ ଓ ଡାଭିଡ୍‌ ୱାର୍ଣ୍ଣର ଦ୍ରୁତ ଆରମ୍ଭ ଦେଇଥିଲେ। ୩ ଓଭର ସୁଦ୍ଧା ଦଳୀୟ ସ୍କୋର ୩୦ ଥିବା ବେଳେ ବ୍ୟକ୍ତିଗତ ୨୦ ରନ୍‌ କରି ପ୍ରଥମେ ୱାର୍ଣ୍ଣର ପାକ୍‌ ବୋଲର ମହମ୍ମଦ ଆମୀରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

ଫିଞ୍ଚ ମାତ୍ର ୧୭ ରନ୍‌ କରି ମହମ୍ମଦ ଇରଫାନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସ୍ମିଥ ଓ ବେନ୍‌ ମ୍ୟାକଡେରମୋଟ ସ୍ଥିତି ସମ୍ଭାଳି ଅଷ୍ଟ୍ରେଲିଆ ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ଷ୍ଟିଭ୍‌ ସ୍ମିଥ ପାକ୍‌ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ। ଇତି ମଧ୍ୟରେ ସେ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଦଳୀୟ ସ୍କୋର ୧୦୬ ଥିବେ ବେଳେ ବେନ୍‌ ୨୧ ରନ୍‌ କରି ଇମାଦ ୱାସିମଙ୍କ ବଲରେ ଆଉଟ ହୋଇଯାଇଥିଲେ। ତେବେ ସ୍ମିଥ ଓ ଅଷ୍ଟନ ଟର୍ଣ୍ଣର ଆଉ ଦଳକୁ କୌଣସି କ୍ଷତି ସହିବାକୁ ଦେଇ ନଥିଲେ। ଉଭୟ ଶେଷ ଯାଏ ଅପରାଜିତ ରହି ଅଷ୍ଟ୍ରେଲିଆ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ସ୍ମଥ ଶେଷ ଯାଏ ୫୧ ବଲରେ ୮୦ ଓ ଟର୍ଣ୍ଣର ୧୫ ବଲରେ ୮ ରନ୍‌ କରି ନଟଆଉଟ ରହିଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ବାବର ଓ ଇଫତକାରଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟସମ୍ୟାନ ଅଷ୍ଟ୍ରେଲୀୟ ବୋଲରଙ୍କ ମୁକାବିଲା କରି ପାରି ନଥିଲେ। ଫଳରେ ଦଳ ଭଲ ଆରମ୍ଭ ପାଇଥିଲେ ହେଁ କେବଳ ୧୫୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏବେ ସିରିଜ୍‌ର ଶେଷ ମ୍ୟାଚ ଶୁକ୍ରବାର ପର୍ଥରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story