ସ୍ମିଥଙ୍କ ଆଉ ଏକ ଦମଦାର ଇନିଂସ୍, ୱାର୍ଣ୍ଣର୍ ଫେଲ୍

ବ୍ରିସବେନ୍: ଷ୍ଟିଭେନ୍ ସ୍ମିଥଙ୍କ ଅପରାଜିତ ୯୧ (୧୦୮ ବଲ୍, ୧୦ ଚୌକା) ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ୭୦ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ ବଳରେ ଅଷ୍ଟ୍ରେଲିଆ ଏକାଦଶ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ୱାର୍ମଅପ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଏକାଦଶକୁ ଡିଏଲ୍ ନିୟମରେ ୧୬ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୨) କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ କରିଛନ୍ତି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଏକାଦଶ […]

smith

smith

Hemant Lenka
  • Published: Friday, 10 May 2019
  • Updated: 10 May 2019, 03:03 PM IST

Sports

Latest News

ବ୍ରିସବେନ୍: ଷ୍ଟିଭେନ୍ ସ୍ମିଥଙ୍କ ଅପରାଜିତ ୯୧ (୧୦୮ ବଲ୍, ୧୦ ଚୌକା) ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ୭୦ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ ବଳରେ ଅଷ୍ଟ୍ରେଲିଆ ଏକାଦଶ ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ୱାର୍ମଅପ୍ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଏକାଦଶକୁ ଡିଏଲ୍ ନିୟମରେ ୧୬ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୨) କ୍ରମାଗତ ଦ୍ୱିତୀୟ ମ୍ୟାଚରେ ନୈରାଶ୍ୟଜନକ ବ୍ୟାଟିଂ କରିଛନ୍ତି।

ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ପ୍ରଥମେ ବ୍ୟାଟିଂ କରି ୱିଲ୍ ୟଙ୍କଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ୟଙ୍ଗ୍ ୧୦୮ ବଲରେ ୧୩ ଚୌକା ଓ ୩ ଛକା ସହ ୧୧୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜର୍ଜ ୱାର୍କର ୫୯, ଜେମ୍ସ ନିଶାମ୍ ୩୯, ମ୍ୟାଟ୍ ହେନରୀ ୧୪ ଓ ସୋମରଭିଲ୍ଲେ ଅପରାଜିତ ୧୮ ରନ୍ କରିଥିଲେ। ଅଷ୍ଟ୍ରେଲିଆ ଏକାଦଶ ପକ୍ଷରୁ ପ୍ୟାଟ୍ କମିନ୍ସ ୪ଟି, ଆଡାମ ଜାମ୍ପା ଓ ମାର୍କସ୍ ଷ୍ଟୋଇନିସ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ୪୪ ଓଭର ସୁଦ୍ଧା ୫ ୱିକେଟ୍ ହରାଇ ୨୪୮ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ତେବେ ଡିଏଲ୍ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆକୁ ଏହି ଓଭର ସୁଦ୍ଧା ୨୩୩ ରନ୍ ଆବଶ୍ୟକ ହେଉଥିଲା। ଅଷ୍ଟ୍ରେଲିଆ ଅତିରିକ୍ତ ୧୬ ରନ୍ ଅଧିକ କରିଥିବାରୁ ମ୍ୟାଚରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍ ଖୱାଜା ୨୩, ଶନ୍ ମାର୍ଶ ୩୨, ଷ୍ଟୋଇନିସ୍ ୧୫ ଓ ଅଧିନାୟକ ଆଲେକ୍ସ କ୍ୟାରି ଅପରାଜିତ ୬ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ପକ୍ଷରୁ ହେନରୀ ଓ ନିଶାମ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story