ଷ୍ଟିଭ୍ ସ୍ମିଥ୍‌ ରାଇଜିଂ ପୁଣେ ସୁପରଜିଆଣ୍ଟ୍‌ର ନୂଆ ଅଧିନାୟକ

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଇଜିଂ ପୁଣେ ସୁପରଜିଆଣ୍ଟ୍‌ (ଆର୍‌ପିଏସ୍‌)ର ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଆଇପିଏଲ୍‌ ୨୦୧୭ ପାଇଁ ନିଲାମୀ ହେବାର ଗୋଟିଏ ଦିନ ପୂର୍ବରୁ ଆର୍‌ପିଏସ୍‌ ଏଭଳି ନିଷ୍ପତ୍ତି ନେଇଛି। ଆର୍‌ପିଏସ୍‌ର ମାଲିକ ସଞ୍ଜୀବ ଗୋଏଙ୍କା ଧୋନିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ ଗତ ଆଇପିଏଲ୍ ସିଜିନ୍ ପରେ ଅଧିନାୟକ ପରିବର୍ତ୍ତନ ନେଇ ଚିନ୍ତା କରାଯାଇଥିଲା ବୋଲି କୁହାଯାଇଛି। ଗତ […]

smith

smith

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 01:54 PM IST

Sports

Latest News

ମୁମ୍ବାଇ: ଆଇପିଏଲ୍‌ ଟିମ୍‌ ରାଇଜିଂ ପୁଣେ ସୁପରଜିଆଣ୍ଟ୍‌ (ଆର୍‌ପିଏସ୍‌)ର ଅଧିନାୟକ ପଦରୁ ମହେନ୍ଦ୍ର ସିଂହ ଧୋନି ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଆଇପିଏଲ୍‌ ୨୦୧୭ ପାଇଁ ନିଲାମୀ ହେବାର ଗୋଟିଏ ଦିନ ପୂର୍ବରୁ ଆର୍‌ପିଏସ୍‌ ଏଭଳି ନିଷ୍ପତ୍ତି ନେଇଛି।

ଆର୍‌ପିଏସ୍‌ର ମାଲିକ ସଞ୍ଜୀବ ଗୋଏଙ୍କା ଧୋନିଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ ଗତ ଆଇପିଏଲ୍ ସିଜିନ୍ ପରେ ଅଧିନାୟକ ପରିବର୍ତ୍ତନ ନେଇ ଚିନ୍ତା କରାଯାଇଥିଲା ବୋଲି କୁହାଯାଇଛି।

ଗତ ବର୍ଷ ଆଇପିଏଲ୍‌ରେ ଆର୍‌ପିଏସ୍‌ ୭ ନମ୍ବରରେ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos