କାହିଁକି ମଇଦାନ ଛାଡ଼ି ବାହାରକୁ ଯାଇଥିଲେ ଧୋନି

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ମଙ୍ଗଳବାର ଟିମ୍ ଇଣ୍ଡିଆ ତା’ର ଅଷ୍ଟମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ। କିନ୍ତୁ ଏହି ମ୍ୟାଚରେ ଏଭଳି ଏକ ମୁହୂର୍ତ୍ତ ଆସିଥିଲା, ଯାହା ପୂରା କ୍ରିକେଟପ୍ରେମୀଙ୍କ ମନରେ ଏକ ପ୍ରଶ୍ନ ଛିଡ଼ା କରିଥିଲା। ବାଂଲାଦେଶ ଇନିଂସର ଦ୍ୱାଦଶ ଓଭରରେ ମହେନ୍ଦ୍ର ସିଂହ ଧୋନି ମଇଦାନ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଧୋନିଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ୱିକେଟକିପିଙ୍ଗ୍ ଦାୟିତ୍ୱ ସମ୍ଭାଳିଥିଲେ। Abe Dhoni kha gya??? He […]

mahi

mahi

Hemant Lenka
  • Published: Wednesday, 03 July 2019
  • Updated: 03 July 2019, 05:51 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଆଇସିସି ବିଶ୍ୱକପରେ ମଙ୍ଗଳବାର ଟିମ୍ ଇଣ୍ଡିଆ ତା'ର ଅଷ୍ଟମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା। ଏହି ମ୍ୟାଚରେ ଭାରତ ବିଜୟୀ ହୋଇଥିଲେ। କିନ୍ତୁ ଏହି ମ୍ୟାଚରେ ଏଭଳି ଏକ ମୁହୂର୍ତ୍ତ ଆସିଥିଲା, ଯାହା ପୂରା କ୍ରିକେଟପ୍ରେମୀଙ୍କ ମନରେ ଏକ ପ୍ରଶ୍ନ ଛିଡ଼ା କରିଥିଲା। ବାଂଲାଦେଶ ଇନିଂସର ଦ୍ୱାଦଶ ଓଭରରେ ମହେନ୍ଦ୍ର ସିଂହ ଧୋନି ମଇଦାନ ଛାଡ଼ି ବାହାରକୁ ଚାଲିଯାଇଥିଲେ। ଧୋନିଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ୱିକେଟକିପିଙ୍ଗ୍ ଦାୟିତ୍ୱ ସମ୍ଭାଳିଥିଲେ।

ତେବେ ଅଚାନକ୍ ଧୋନି କାହିଁକି ମଇଦାନ ଛାଡ଼ି ବାହାରକୁ ଗଲେ, ତାହା ପ୍ରଶଂସକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଧୋନି ଏମିତି କ'ଣ ହେଲା ଯେ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଲା।

ଧୋନି କେବଳ ଦୁଇ ଓଭର ପାଇଁ ବାହାରକୁ ଯାଇଥିଲେ। ଯେମିତି ୧୪ତମ ଓଭରରେ ଧୋନି ମଇଦାନକୁ ପୁଣିଥରେ ଫେରିଲେ, ପ୍ରଶଂସକ ସାମାନ୍ୟ ଆଶ୍ୱସ୍ତି ହୋଇଥିଲେ। ଧୋନିଙ୍କୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, କ'ଣ ମାହି ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି ନା ନାହିଁ।

ସୂଚନାଯୋଗ୍ୟ, ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଧୋନି ଆହତ ହୋଇଥିଲେ। ତେବେ ଧୋନି କେଉଁ କାରଣ ପାଇଁ ମଝି ୨ ଓଭରରେ ବାହାରକୁ ଯାଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story