ଧୋନୀଙ୍କ ଠାରୁ ହାରିବା ପରେ ବିରାଟଙ୍କ ପାଇଁ ସମସ୍ୟା ବଢ଼ିଲା: ସୋସିଆଲ୍‌ ମିଡ଼ିଆରେ ହେଲେ ସମାଲୋଚିତ

ଗତ କାଲି ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ଆଇପିଏଲ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଟିମ୍‌ ଆର୍‌ସିବିକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଧୋନୀଙ୍କ ସିଏସ୍‌କେ ଟିମ୍। ଏହି ମ୍ୟାଚ୍‌ରେ ଧୋନୀ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଧୋନୀ ମାତ୍ର ୩୪ ବଲ୍‌ରୁ ୭୦ ରନ୍‌ର ଅପରାଜିତ ଇଂନିସ ଖଳିଥିଲେ। ଏହି ବିଜୟ ସହ ଚେନ୍ନାଇ ୬ଟି ମ୍ୟାଚ୍‌ରୁ ୫ଟିରେ ଜିତି  ପଏଣ୍ଟ ଟେବୁଲରେ ଟପ୍‌ରେ ପହଞ୍ଚିଛି। ଅନ୍ୟପଟେ ଆର୍‌ସିବି ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ […]

1_1524695844

1_1524695844

Rakesh Mallick
  • Published: Thursday, 26 April 2018
  • Updated: 26 April 2018, 06:16 PM IST

ଗତ କାଲି ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ଆଇପିଏଲ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଟିମ୍‌ ଆର୍‌ସିବିକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଧୋନୀଙ୍କ ସିଏସ୍‌କେ ଟିମ୍। ଏହି ମ୍ୟାଚ୍‌ରେ ଧୋନୀ ଆକର୍ଷଣୀୟ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। ଧୋନୀ ମାତ୍ର ୩୪ ବଲ୍‌ରୁ ୭୦ ରନ୍‌ର ଅପରାଜିତ ଇଂନିସ ଖଳିଥିଲେ। ଏହି ବିଜୟ ସହ ଚେନ୍ନାଇ ୬ଟି ମ୍ୟାଚ୍‌ରୁ ୫ଟିରେ ଜିତି  ପଏଣ୍ଟ ଟେବୁଲରେ ଟପ୍‌ରେ ପହଞ୍ଚିଛି। ଅନ୍ୟପଟେ ଆର୍‌ସିବି ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ରୁ ୪ଟିରେ ପରାଜୟ ସହ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ଅଛି। ଫଳରେ ଆର୍‌ସିବି ପାଇଁ ଟପ୍‌ ୪ରେ ରହିବା ମୁସ୍କିଲ ହୋଇଯାଇଛି।

ଧୋନୀଙ୍କ ମ୍ୟାଚ୍‌ ବିଜୟୀ ଇଂନିସ ପରେ ସୋସିଆଲ ମଡିଆରେ ତାଙ୍କୁ ପ୍ରଶଂସାର ଶୁଅ ଛୁଟିଛି। ଅନ୍ୟପଟେ ବିରାଟ କୋହଲିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଜଣେ ୟୁଜର୍ସ ସୋସିଆଲ୍ ମିଡିଆ ମାଧ୍ୟମରେ ଏକ ଫଟୋ ପୋଷ୍ଟ କରି ବିରାଟଙ୍କୁ ସମାଲୋଚନା କରିଛନ୍ତି। ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ବିରାଟଙ୍କୁ ମ୍ୟାଚ୍‌ ହାରିବ ପରେ ସହାନଭୂତି ଜାଣାଇଛନ୍ତି ଏବଂ କହିଛିନ୍ତି ମୋଦି ଏବଂ ଧୋନୀଙ୍କ ଠାରୁ ହାରି କେହି ଦିଲ୍ ଛୋଟ କରିବା କଥାନୁହେଁ। ଏହି ଦୁଇଜଣ ଅଲ୍ ଟାଇମ୍ ଚାମ୍ପିୟନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story