ସୋଏର୍ଡ ମାରିଜିନ୍‌ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ: ଆସନ୍ତା ୪ବର୍ଷ ପାଇଁ ସୋଏର୍ଡ ମାରିଜିନ୍‌ ଭାରତୀୟ ମହିଳା ହକି ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେ।ଇଛନ୍ତି। ସେ  ନେଦରଲ୍ୟାଣ୍ଡ ପାଇଁ ଅନେକ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳିଛନ୍ତି। ନେଦରଲ୍ୟାଣ୍ଡ ୨୧ ବର୍ଷରୁ କମ୍‌ ହକି ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ମଧ୍ୟ ସେ ଦାୟତ୍ୱ ତୁଲାଇ ସାରିଛନ୍ତି।