ବାଂଲାଦେଶ ପାଇଁ ଇତିହାସ ରଚିଲେ ସୌମ୍ୟ ସରକାର

ଢାକା: ବାଂଲାଦେଶ କ୍ରିକେଟ୍‌ରେ ଯାହା କେବେ ହୋଇ ନଥିଲା ତାହା ବ୍ୟାଟସ୍‌ମ୍ୟାନ୍‌ ସୌମ୍ୟ ସରକାର କରି ଦେଖାଇଛନ୍ତି। ସେ ପ୍ରଥମ ବାଂଲାଦେଶ ବ୍ୟାଟସମ୍ୟାନ୍‌ ଭାବେ ଲିଷ୍ଟ-ଏ କ୍ରିକେଟ୍‌ରେ ଡବଲ୍‌ ସେଞ୍ଚୁରୀ ହାସଲ କରିଛନ୍ତି। ଢାକା ପ୍ରିମିଅର ଲିଗ୍‌ ଖେଳୁଥିବା ସୌମ୍ୟ ସରକାର ଶେଖ୍‌ ଜମାଲ ଧାନମୋଣ୍ଡି କ୍ଲବ ବିପକ୍ଷରେ ଅପରାଜିତ ୨୦୮ ରନ୍‌ର ଇନିଂସ୍‌ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି। ସୌମ୍ୟ ସରକାରଙ୍କ ଏହି ରେକର୍ଡ ଡବଲ୍‌ ସେଞ୍ଚୁରୀ ଯୋଗୁ ତାଙ୍କ ଦଳ ଆବହାନି ଲିଃ […]

ss

ss

Hemant Lenka
  • Published: Wednesday, 24 April 2019
  • Updated: 24 April 2019, 05:24 PM IST

Sports

Latest News

ଢାକା: ବାଂଲାଦେଶ କ୍ରିକେଟ୍‌ରେ ଯାହା କେବେ ହୋଇ ନଥିଲା ତାହା ବ୍ୟାଟସ୍‌ମ୍ୟାନ୍‌ ସୌମ୍ୟ ସରକାର କରି ଦେଖାଇଛନ୍ତି। ସେ ପ୍ରଥମ ବାଂଲାଦେଶ ବ୍ୟାଟସମ୍ୟାନ୍‌ ଭାବେ ଲିଷ୍ଟ-ଏ କ୍ରିକେଟ୍‌ରେ ଡବଲ୍‌ ସେଞ୍ଚୁରୀ ହାସଲ କରିଛନ୍ତି। ଢାକା ପ୍ରିମିଅର ଲିଗ୍‌ ଖେଳୁଥିବା ସୌମ୍ୟ ସରକାର ଶେଖ୍‌ ଜମାଲ ଧାନମୋଣ୍ଡି କ୍ଲବ ବିପକ୍ଷରେ ଅପରାଜିତ ୨୦୮ ରନ୍‌ର ଇନିଂସ୍‌ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ସୌମ୍ୟ ସରକାରଙ୍କ ଏହି ରେକର୍ଡ ଡବଲ୍‌ ସେଞ୍ଚୁରୀ ଯୋଗୁ ତାଙ୍କ ଦଳ ଆବହାନି ଲିଃ ୩୧୮ ରନ୍‌ ଟାର୍ଗେଟକୁ ମାତ୍ର ଗୋଟିଏ ୱିକେଟ୍‌ ହରାଇ ହାସଲ କରିନେଇଛି। ୧୫୩ ବଲ୍‌ରେ ୨୦୮ ରନ୍‌ର ଇନିଂସ ଖେଳିଥିବା ସରକାର ୧୪ଟି ଚୌକା ଓ ୧୬ଟି ବିଶାଳ ଛକା ମାରିଛନ୍ତି। ସେ ପ୍ରଥମ ୱିକେଟ୍‌ ପାଇଁ ଜାହୁରାଲ ଇସଲାମଙ୍କ ସହ ମିଶି ୩୧୨ ରନ୍‌ର ଭାଗିଦାରୀ କରିଥିଲେ। ଏହି ବିଜୟ ଯୋଗୁ ଆବହାନି ଲିଃ ଢାକା ପ୍ରିମିଅର ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ମଧ୍ୟ ଅର୍ଜନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story