ତାଇପେଇ ବ୍ୟାଟ୍‌ମିଣ୍ଟନ୍‌ ଟାଇଟଲ ଜିତିଲେ ସୌରଭ

ତାଇପେଇ ସିଟି: ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ସୌରଭ ବର୍ମନ୍‌ ଚାଇନିଜ୍‌ ତାଇପେଇ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମଣ୍ଟ ଜିତି ନେଇଛନ୍ତି। କଡା ମୁକାବିଲା ପୂର୍ଣ୍ଣ ଫାଇନାଲରେ ସେ ତାଙ୍କ ପ୍ରତିପକ୍ଷ ମାଲେସିୟାର ଡାରେନ୍‌ ଲିଉଙ୍କୁ ୧୨-୧୦, ୧୨-୧୦, ୩-୩ରେ ପରାସ୍ତା କରିଛନ୍ତି।

ପ୍ରଥମ ଦୁଇଟି ସେଟ୍‌ ସୌରଭ ଜିତି ଥିଲେ ମଧ୍ୟ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତୃତୀୟ ସେଟ୍‌ ୩-୩ର ସମାନ ସ୍ଥିତିରେ ଥିବା ବେଳେ କାନ୍ଧରେ ଯନ୍ତ୍ରଣା ଅନୁଭବ କରିବାରୁ ଡାରେନ୍‌ ଓହରି ଯାଇଥିଲେ। ଫଳରେ ସୌରଭଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ