ଟିମ୍‌ ଇଣ୍ଡିଆ ବୋଲିଂରେ ଦକ୍ଷିଣ ଆଫ୍ରିକା ଧରାଶାୟୀ: ବିଜୟ ପାଇଁ ଭାରତ ଆଗରେ ୧୯୨ ରନ୍‌ର ଲକ୍ଷ୍ୟ

ମୁମ୍ବାଇ: ଭାରତର ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ। ଚାମ୍ପିୟନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୪.୩ ଓଭରରେ ମାତ୍ର ୧୯୧ ରନ କରିପାରିଛି। ଭାରତ ପକ୍ଷରୁ ସମସ୍ତ ବୋଲର ଆଜି ଆକର୍ଷଣୀୟ ପ୍ରଦର୍ଶନ କରି ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସହଜରେ ଆଉଟ୍‌ କରିଦେଇଥିଲେ। ବୁମ୍‌ରା, ଓ ଭୁବନେଶ୍ୱର କୁମାର ୨ଟି ଲେଖାଁଏ ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନି, ପାଣ୍ଡ୍ୟା ଓ ଜାଡେଜା ଗୋଟିଏ ଲେଖାଁଏ ୱିକେଟ୍‌ ହାସଲ କରିଛନ୍ତି। ଭାରତ […]

india vs sa

india vs sa

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 06:34 PM IST

Sports

Latest News

ମୁମ୍ବାଇ: ଭାରତର ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ। ଚାମ୍ପିୟନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୪.୩ ଓଭରରେ ମାତ୍ର ୧୯୧ ରନ କରିପାରିଛି। ଭାରତ ପକ୍ଷରୁ ସମସ୍ତ ବୋଲର ଆଜି ଆକର୍ଷଣୀୟ ପ୍ରଦର୍ଶନ କରି ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସହଜରେ ଆଉଟ୍‌ କରିଦେଇଥିଲେ। ବୁମ୍‌ରା, ଓ ଭୁବନେଶ୍ୱର କୁମାର ୨ଟି ଲେଖାଁଏ ୱିକେଟ୍‌ ନେଇଥିବା ବେଳେ ଅଶ୍ୱିନି, ପାଣ୍ଡ୍ୟା ଓ ଜାଡେଜା ଗୋଟିଏ ଲେଖାଁଏ ୱିକେଟ୍‌ ହାସଲ କରିଛନ୍ତି। ଭାରତ ସେମିଫାଇନାଲରେ ପହଞ୍ଚିବାକୁ ହେଲେ ୧୯୨ରନର ଲକ୍ଷ୍ୟ ହାସଲ କରିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story